ଇଫକୋ ଲୋକ ସମ୍ପର୍କ ଅଧିକାରୀଙ୍କ ମାତୃ ବିୟୋଗ

ଇଫକୋ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା ଙ୍କ ମାତା ପ୍ରମିଳା ବେଉରା ଙ୍କ ଆଜି ସକାଳ 4ଘଟିକା ସମୟରେ କଟକ ସ୍ଥିତ ଭାବନାରେ ଇହଲୀଳା ସମ୍ବରଣ କରଛନ୍ତିl

ଇଫକୋ ଲୋକ ସମ୍ପର୍କ ଅଧିକାରୀଙ୍କ ମାତୃ ବିୟୋଗ

ଇଫକୋ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା ଙ୍କ ମା ପ୍ରମିଳା ବେଉରା ଙ୍କ ଆଜି ସକାଳ ୪ଘଟିକା ସମୟରେ କଟକ ସ୍ଥିତ ଭାବନାରେ ଇହଲୀଳା ସମ୍ବରଣ କରଛନ୍ତିl ସେ ଜଣେ ପରୋପକାରୀ ମିଷ୍ଟଭାସି ଓ ଧର୍ମ ପରାୟଣl ଥିଲେ । ମୁତ୍ଯୁ ବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇଥିଲା ଯାହାକୁ ନେଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମୃତ୍ୟୁ ଖବର ପାଇଁ କଟକ ସ୍ଥିତ ବାସ ଭାବନରେ ଆନ୍ତର୍ଜାତିକ ଚରଣ ଗୋଷ୍ଠୀ ର ସମ୍ପାଦକ ଡ଼କ୍ଟର ଶୁଭେନ୍ଦୁ ଶେଖର ସ୍ୱାଇଁ, ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଲିଙ୍ଗରାଜ ପତି, ଶ୍ରୀ ସୁଶାନ୍ତ କୁମାର ଦାସ, ଶ୍ରୀ ତରଣୀସେନ ଲେଙ୍କା, ଆଡ଼ଭୋକେଟ ଶ୍ରୀ ଶିଶିର ଦାସ, ଶ୍ରୀ ଚିତ୍ତ ରଞ୍ଜନ ମହାନ୍ତି, କଟକ କରୋପରେଟର ପ୍ରଭୁତି ମାନ୍ୟଗଣ ବ୍ୟକ୍ତି ମାନେ ଶେଷ ଦର୍ଶନ କରିଥିଲେ l

ତାଙ୍କର ମରଶରୀର ଜନ୍ମପିଠ କୁସୁନପୁର, କେନ୍ଦ୍ରାପଡ଼ା ଜିଲ୍ଲା ରେ ଶେଷ କୃତ୍ୟ ସମ୍ପନ ହୋଇଛି l ମୁର୍ତ୍ତୃ ବେଳଜୁ ତାଙ୍କ ପାଖରେ ପୁଅ ପ୍ରମୋଦ, ପ୍ରଫୁଲ୍ଲ, ପ୍ରସନ୍ନ,ପ୍ରତାପ, ପ୍ରବୀଣ, ବୋହୁ ଶ୍ରୀମତୀ ଅନାପୂଣ୍ଣl, ଗୀତାଞ୍ଜଳି, ରୀନା, ପୁଷ୍ପାଞ୍ଜଳି, ସସ୍ମିତା, ନାତି ଆଶିଷ, ରାହାସ, ସୁବାଶିଷ, ଅଙ୍କିତ ଓ ନାତୁଣୀ ମମି, ରାଜଶ୍ରୀ, ରୂପଶ୍ରୀ, ଅନୁଷ୍କା, ଅନ୍ଵେଷା, ସିନୁ ଓ ଳିନୁ ପ୍ରଭୁତି ଉପସ୍ଥିତ ଥିଲେ l ତେବେ ବର୍ଷୀୟାନ ମହିଳା ଙ୍କ ଦେହାନ୍ତ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ବନ୍ଧୁ ପରିଜନ ମାନେ ପ୍ରଜାବତ୍ସଳ ପ୍ରମିଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ