Posts
ପାଣ୍ଡିଆନଙ୍କ ସଭା ଜଗିଛନ୍ତି ଧଳା ପୋଷାକଧାରୀ
ବଦଳିଲା କି 5T ସଚିବ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ପୋଷାକ
ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁସେବା ଟିମ୍
ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା ଅନ୍ତର୍ଗତ ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା
ସହର କେବଳ ଧନୀ ଲୋକଙ୍କର ନୁହଁ:ମୁଖ୍ୟମନ୍ତ୍ରୀ
ସହର କେବଳ ଧନୀ ଲୋକଙ୍କର ନୁହଁ। ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି ।
ବୀର ପାଇକ ମାଟି ବରୁଣେଇରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ...
ଜ୍ଞାନର ନୂଆ ପରମ୍ପରା ତିଆରି କରିବା ସହ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ସଂକଳ୍ପ କରିବା - ଧର୍ମେନ୍ଦ୍ର ପ୍ରଧାନ
" ମୁକ୍ତା "ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ
" ମୁକ୍ତା "ଯୋଜନା ରେ ୪୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ କୋଟି ୪୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ
ଭୁବନ ଆଟ ଭୁବନେଶ୍ୱର
ଭୁବନେଶ୍ୱର ରେ ଭୁବନିଆ ଙ୍କ ବନ୍ଧୁ ମିଳନ ମେଳି, ଭୁବନ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ ପାଇଁ ଆଲୋଚନା
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା :କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର
ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର
ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା
ବୋଲେରୋକୁ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କୋଇଲା ଟ୍ରେନ୍
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଟ୍ରେନ-ବୋଲେରୋ ଦୁର୍ଘଟଣା।
କୋଟାରେ ଥମୁନି ଆତ୍ମହତ୍ୟା, ପୁଣି ଜୀବନ ହାରିଲେ ଦୁଇ ଛାତ୍ର
ରାଜସ୍ଥାନର କୋଟାରେ ଥମୁନି ଛାତ୍ରଙ୍କ ଆତ୍ମହତ୍ୟା
ପ୍ରଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ...
ଆଜି ରାତିରେ ପ୍ରଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି।
ଆଉ ନାହାନ୍ତି ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର
ଆଉ ନାହାନ୍ତି ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ।
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ଶେଷ କର
ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି।
ସମ୍ପ୍ରସାରଣ ହେବ ରଙ୍ଗେଇଲୁଣ୍ଡା ବିମାନବନ୍ଦର
ରଙ୍ଗେଇଲୁଣ୍ଡା ବିମାନବନ୍ଦରରୁ ଖୁବ୍ଶୀଘ୍ର ଆରମ୍ଭ ହେବ ବିଧିବଦ୍ଧ ବିମାନ ଉଡ଼ାଣ
ସୌମ୍ୟ ଅତିଷ୍ଠ ହୋଇପଡିଛନ୍ତି : ସୁର
ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ନିଜ ଖବର କାଗଜ ସମ୍ପାଦକୀୟରେ ଯେଉଁ ଆଲେଖ୍ୟ ଲେଖୁଛନ୍ତି ତାହାକୁ ନେଇ ବିଭିନ୍ନ ମହଲରୁ...
ସୌମ୍ୟ ବାବୁ ଯେଉଁ କଥା କହୁଛନ୍ତି ତା ଉପରେ ବିଚାର କରିବା ଦରକାର:ଅପରାଜିତା
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି








