ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ L1

ଶନିବାର "ରବି " ମିଶନ

ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ L1

ସୂର୍ଯ୍ୟ ମିଶନ ଆଦିତ୍ୟ L1 କୁ ନେଇ ଇସ୍ରୋ ର ବଡ ଘୋଷଣା  l ଆନ୍ଧ୍ରପ୍ରଦେଶ ର ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ l1 l

2ସେପ୍ଟେମ୍ବର ଦିନ 11 ଘଟିକା 50 ମିନିଟି ରେ ଲଞ୍ଚ ହେବ ଆଦିତ୍ୟ l1 l