Posts
ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି।
ଅପରାଧୀ ପିନୁଙ୍କୁ ଏନ୍କାଉଣ୍ଟର କଲା ପୋଲିସ
ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଗୁରୁବାର ଏନ୍କାଉଣ୍ଟର ହୋଇଛି।
ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍
ଆଳୁ ଖୋଳୁ ଖୋଳୁ ମହାଦେବ, ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ
ସଫଳ ଚନ୍ଦ୍ର ମିଶନ ପରେ ଇସ୍ରୋର ପରବର୍ତ୍ତୀ ଟାର୍ଗେଟ୍ ସୂର୍ଯ୍ୟ
ଭାରତର ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଛି | ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପାଲଟିଛି ବିଶ୍ବର...
ସେପ୍ଟେମ୍ବରରୁ ରାଉରକେଲା-କୋଲକାତା ବିମାନସେବା
ସେପ୍ଟେମ୍ବର ପହିଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି
ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ଆଜି ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି
ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ
ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ
ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର,ଜହ୍ନରେ ଲେଖା ହେଲା ଭାରତ ନାଁ
ସବୁଠି ଖୁସି ଆଉ ଖୁସି... ହର୍ଷ ଉଲ୍ଲାସରେ ଫାଟି ପଡୁଛି ପୂରା ଦେଶ। ଇସ୍ରୋ ରଚିଛି ଇତିହାସ, ଚନ୍ଦ୍ରପୃଷ୍ଠରେ ଭାରତର ଭୌଗୋଳିକ ରେଖା ଆଙ୍କିବାରେ ହୋଇଛି ସଫଳ।...
ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଅବତରଣ କଣ ରହିବ କାର୍ଯ୍ୟକ୍ରମ...
ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ : ଅବତରଣ କଣ ରହିବ କାର୍ଯ୍ୟକ୍ରମ ଜାଣନ୍ତୁ
ଚନ୍ଦ୍ର ରେ ଉଡିବ ତ୍ରିରଙ୍ଗା
ଏଥି ପାଇଁ ଉତ୍ସବ ମୁଖର ସାରା ଦେଶ, ଲୋକେ ଆମର ଜାତୀୟ ପତାକା ଧରି ବେଶ୍ ଖୁସି ମନାଉଛନ୍ତି
ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ଭାରତ ଲେଖିବ ଚନ୍ଦ୍ର କାହାଣୀ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ ।
ମିଶନ ଶକ୍ତିର ସ୍କୁଟି ଯୋଜନା ପାଇଁ ଆର୍ଥିକ ଅନୁମୋଦନ ପତ୍ର ପ୍ରଦାନ
ମିଶନ ଶକ୍ତିର ସ୍କୁଟି ଯୋଜନା ପାଇଁ ଆର୍ଥିକ ଅନୁମୋଦନ ପତ୍ର ପ୍ରଦାନ
ଦେଶରେ ଖସିଲା ଟମାଟୋ ଦର, ଜାଣନ୍ତୁ କେଜି ପିଛା ମୂଲ୍ୟ କେତେ
ନେପାଳରୁ ଆମଦାନୀ ପରେ ଦେଶରେ ଖସିଲା ଟମାଟୋ ଦର, ଜାଣନ୍ତୁ ଖୁଚୁରା ବଜାରରେ କେଜି ପିଛା ମୂଲ୍ୟ କେତେ?








