Posts

Bhubaneswar

ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର

ଅନଲାଇନରେ ବୁକିଂ କରୁଥିଲେ ଗ୍ରାହକ, ଫିଜିଓ ଥେରପି ଓ ଆୟୁର୍ବେଦ ଚିକିତ୍ସା ନାମରେ ଦିଆଯାଉଥିଲା ଦୈହିକ ସୁଖ

Paradip

କୁକୁର ଖୋଜୁଛି କୋକେନ୍

ପାରାଦୀପ ପିଆଇସିଟୀ ବର୍ଥରେ ଲାଗିଥିବା ଏମ୍ ଭି ଦେବୀ ନାମକ ଜାହାଜ ରେ ଆହୁରି ଖୋଳତାଡ଼ କରିବା ପାଇଁ ପହଞ୍ଚିଛି STF ର ଡଗ୍ ସ୍କ୍ୱାର୍ଡ,

State

ଲଖନପୁର ଆଇଟିଆଇ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଏଥିପାଇଁ 24 କୋଟି 48 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ।

National

ଭୂକମ୍ପରେ ଥରିଲା ଲଦାଖ

ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ରେକର୍ଡ କରାଯାଇଥିଲା ।

Politics

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା।

Sports

ଥରେ ନୁହଁ ବାରମ୍ବାର ପାଦ ରଖିବି

ବିଶ୍ୱକପ ଟ୍ରଫିରେ ପାଦ ଦେବା ନେଇ ଟ୍ରୋଲର ଶିକାର ହୋଇଥିବା ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଏକ ଅଜବ ବିବୃତ୍ତି ଦେଇଛନ୍ତି।

Politics

ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ବର ବରମୁଣ୍ଡା ବସ୍ ଟର୍ମିନାଲ୍

ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍

Sports

ସିରିଜ ହାତେଇଲା ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ ।

State

୨୦୨୩ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍‍ଘାଟିତ

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍‍ଘାଟିତ : ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ

Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

Puri

ଜଗା ଦର୍ଶନ ପାଇଁ ହେବ ଡେଡିକେଟେଡ୍ କରିଡର

ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି।

Paradip

ଜବତ୍ ହେଲା ୨୨୦ କୋଟିର କୋକେନ୍‌

ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଦେବୀ ରୁ ମିଳିଲା ପ୍ରାୟ ୨୦କିଲୋ କେକେନ୍

State

ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ

ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ

Politics

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ନୂଆ ହେଲପଲାଇନ୍ ନମ୍ବର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲପଲାଇନ୍ ନମ୍ବର ମଧ୍ୟ ଲୋକାର୍ପିତ ହୋଇଛି ।