ଭୂକମ୍ପରେ ଥରିଲା ଲଦାଖ

ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ରେକର୍ଡ କରାଯାଇଥିଲା ।

ଭୂକମ୍ପରେ ଥରିଲା ଲଦାଖ

ଭୂକମ୍ପରେ ଥରିଲା ଲଦାଖ । ଶନିବାର ୨ ଡିସେମ୍ବର ଅର୍ଥାତ୍ ଶନିବାର ସକାଳେ ଲଦାଖରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ରେକର୍ଡ କରାଯାଇଥିଲା । କମ୍ ତୀବ୍ରତା ହେତୁ କମ୍ ତୀବ୍ରତା ହେତୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳି ନାହିଁ ।