ଭୁବନେଶ୍ଵରରେ କପିଲ ଦେବ
ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ କପିଲ ଦେବ

ଭୁବନେଶ୍ଵରରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ । ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ ପ୍ରତିକ୍ରିୟା ଦେବି।
କପିଲ ଦେବ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ଥିଲେ ଓ କୁହାଯାଏ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା। ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍ର କୋଚ୍ ମଧ୍ୟ ଥିଲେ ।