ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଚିଠି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି। ଲୋକଙ୍କ ସମସ୍ୟା ଉପରେ ବିଚାର କରିବାକୁ ଚିଠି ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଗସ୍ତର ଅନୁଭୂତି ନେଇ ଚିଠି ଦେଇଛନ୍ତି। ଗସ୍ତ ସମୟରେ ଗ୍ରାଉଣ୍ଡରେ ଲୋକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଭେଟିଥିଲେ।