Posts
ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ
ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ରଣବୀର-ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ’12th Fail’ ଶ୍ରେଷ୍ଠ...
୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ...
ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ
ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ ସବୁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି
ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍
ଦୁଇ ସପ୍ତାହ ହେବ ସମୂହ ଛୁଟିରେ ରାଜ୍ୟର ପ୍ରାଣୀ ଚିକିତ୍ସକ । ଫଳରେ ସବୁଠି ପ୍ରାଣୀଧନ ଚିକିତ୍ସା ପ୍ରଭାବିତ ।
ଆସନ୍ତାକାଲି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍ଗେ
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ୨୯ ତାରିଖରେ 'ଓଡ଼ିଶା ବଂଚାଅ' ସମାବେଶରେ ଯୋଗଦେବେ।
ବିହାରରେ ପୁଣି ନୀତିଶ ସରକାର
ବିହାରରେ ପୁଣି ନୀତିଶ ସରକାର । ବିଜେପି ସହ ମିଶି ଗଢିଲେ ନୂଆ ସରକାର । ୯ମ ଥର ପାଇଁ ନେଲେ ଶପଥ ।
‘ମନ୍ କି ବାତ୍’ କାର୍ଯ୍ୟକ୍ରମ ୧୪୦କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛି...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ।
ଦିନିକିଆ କଟକ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ସମଲେଇ ପୀଠ
ତେବେ ୩୦ତାରିଖ ପରେ ସାଧାରଣ ଶ୍ରଦ୍ଧାଳୁ ସମଲେଇ ପ୍ରକଳ୍ପ ବୁଲି ଭିନ୍ନ ଭିନ୍ନ ଅନୁଭୂତି ସାଉଁଟି ପାରିବେ ।
AIIMSରେ ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ।
ନିର୍ବାଚନ ଲଢିବେନି ନରସିଂହ, କଲେ ଘୋଷଣା
ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ, ଇଷ୍ଟବେଙ୍ଗଲକୁ ଭେଟିବ ଓଡ଼ିଶା...
ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଓଡିଶା ଫୁଟବଲ କ୍ଲବ ଓ କୋଲକାତାର ଇଷ୍ଟବେଙ୍ଗଲ ଏଫସି ମଧ୍ୟରେ ମୁକାବିଲା ହେବ
ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ।
ଲୋୟର ପିଏମଜିରେ ଖଡ଼ଗେଙ୍କ ସମାବେଶ
ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି
୨୦୨୪ ନିର୍ବାଚନ ପାଇଁ ବିିଜେପିର ପ୍ରଭାରୀ ଘୋଷଣା
୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଇଲେକ୍ସନ ଇନଚାର୍ଜ
ଦେବଗଡରେ ହାତୀଦାନ୍ତ କାରବାର ଚାଲିଥିଲା ବେଳେ ୩ ଜଣ ଗିରଫ
ହାତୀଦାନ୍ତ ଡିଲ୍ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ








