Posts
ଜିଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ
ଏହି ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ କୁଇଜ୍ ଏବଂ ବକ୍ତୃତା ପ୍ରତିଯୋଗିତା ଜାନକୀ ଦେବୀ ନର୍ସିଂ କଲେଜ ଏବଂ...
ବଢ଼ିଲା ରାମଲାଲାଙ୍କ ଦର୍ଶନ ସମୟ , ୮ ହଜାର ପୋଲିସ ଦେଉଛନ୍ତି ସୁରକ୍ଷା
ଅଯୋଧ୍ୟାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଜି ମନ୍ଦିର ବନ୍ଦ ରହିବ ନାହିଁ ଏବଂ ରାତି 11 ଟା ପର୍ଯ୍ୟନ୍ତ ଖୋଲା ରହିବ।
କଂଗ୍ରେସ ଦଳରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ
ଆଜି ଭବାନୀପାଟଣାଠାରେ କଂଗ୍ରେସ ଦଳର ଏକ ବିଶାଳ ସମାବେଶ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।
ରଣବୀର, ଆଲିୟା, ଭିକ୍କିଙ୍କୁ ନେଇ ସଞ୍ଜୟ ଲୀଲା ଭନ୍ସାଲି କରିବେ ଲଭ...
ସଞ୍ଜୟ ଲୀଲା ଭନ୍ସାଲି ତାଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାରର ଘୋଷଣା କରିଛନ୍ତି । ଏଥିରେ ରଣବୀର କାପୁର, ଆଲିୟା ଭଟ୍ଟ ଓ ଭିକ୍କି କୌଶଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ...
୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ
5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼,...
ଚାଲିଗଲେ ଜଣାଶୁଣା ଡାକ୍ତର ଭୁବନାନନ୍ଦ ମହାରଣା
ଜଣାଶୁଣା ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
କଂଗ୍ରେସ ଦଳକୁ ଫେରିଲେ ୩ ବରିଷ୍ଠ ନେତା
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି।
ଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାର ଠାରୁ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି
ମନ୍ତ୍ରମୁଗ୍ଧ କରୁଛି ରାମ ଲଲ୍ଲାଙ୍କ ମୂର୍ତ୍ତି, ଏହା ରହିଛି ସ୍ବତନ୍ତ୍ରତା
ଅଯୋଧ୍ୟାରେ ରାମମନ୍ଦିରରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇଥିଲେ ।
ରତ୍ନରେ ପ୍ରସ୍ତୁତ ହୋଇଛି ରାମ ଲାଲାଙ୍କ ଅଳଙ୍କାର
ଦୀର୍ଘଦିନରେ ଅପେକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟ ରାମ ମନ୍ଦିରରେ ବିରାଜିଲେ ରାମଲାଲା ।
ହାତୀ ନେବେ କୁମ୍କି ତାଲିମ
ହାତୀ ନେବେ କୁମ୍କି ତାଲିମ। ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ। ରାଜ୍ୟରେ ହାତୀ-ମଣିଷ ସଂଘର୍ଷ ପ୍ରତିହତ ଲାଗି ଏଭଳି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି...
ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି।
ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ
ବିରାଜିଲେ ରାମଲଲା। ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ।
ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଯଜମାନୀ କାର୍ଯ୍ୟ ଆରମ୍ଭ...
ଅଯୋଧ୍ୟା ରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।








