ଦିନିକିଆ କଟକ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଦିନିକିଆ କଟକ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କନ୍ଦରପୁରରେ ଏକ ରେଳବାଇ ଫ୍ଲାଇ ଓଭର ସହ ଏକ ରେଳବାଇ ରିଜରର୍ଭେସନ କାଉଣ୍ଟର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପରମହଂସରେ ପହଞ୍ଚି ପ୍ରସିଦ୍ଧ ହଂସନାଥ ମହାଦେବଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।