ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ
ନିର୍ଦ୍ଦୋଶକୁ ସଜା ଦେଲେ- ପରୀ ମା

ଜାମାରୁ ଖୁସି ନୁହେଁ, ଆମାକୁ ଆଦୌ ନ୍ୟାୟ ମିଳିନି । ଗୋଟିଏ ନିର୍ଦ୍ଦୋଷକୁ ଧରି ସଜା ଦେଇଦେଲେ । ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ । ବାବୁଲି ନାଏକେ ମୋ ଛୁଆକୁ ମାରିଛି, ଅରୁଣ ସାହୁଙ୍କ ହାତ ଅଛି । ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି । ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ । ଯଦି ସୁଯୋଗ ମିଳେ ତେବେ ସ୍ୱର ଉଠାଇବି କହିଲେ ପରୀର ମାଆ ।