ଗୃହରେ ଧାରଣା ଦେଲେ ନରସିଂହ

ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଆଜି ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣା ଦେଇଥିବା ଜଣାଯାଇଛି । 

ଗୃହରେ ଧାରଣା ଦେଲେ ନରସିଂହ

ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଆଜି ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣା ଦେଇଥିବା ଜଣାଯାଇଛି । 

ଆଜି ଶ୍ରୀ ମିଶ୍ର ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ତଦନ୍ତ ଦାବି କରିଥିଲେ ।  ଏମିତିକି ଏନେଇ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ତେବେ ବାଚସ୍ପତି ପ୍ରମିଳା ମଲ୍ଲିକ ଏନେଇ ଅନୁଧ୍ୟାନ ପରେ କହିବି ବୋଲି କହିଥିଲେ । ନରସିଂହ ମିଶ୍ର ବାଚସ୍ପତିଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି ।