ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା

କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି ।

ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା

କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଶଶିରେଖା ଆର୍ଲବ, ନବିନା ଆର୍ଲବ, ପୁଷ୍ପାଞ୍ଜଳି ଆର୍ଲବ ଓ କ୍ରାନ୍ତି ସୀସାଙ୍କ ମୃତଦେସହ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଘାଟ ନିକଟରେ ଲାଲ୍ମଣି ସୀମାଙ୍କ ମର ଶରୀର ଭାସୁଥିବା ବେଳେ ମରଶରୀର ଉଦ୍ଧାର କରାଯାଇଥିଲା ।

ନିଜ ଗାଁକୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।