ଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଇଡିରେ ହାଜର ହେଲେ ବିଜେଡି ବିଧାୟକ  ପ୍ରଫୁଲ୍ଳ ସାମଲ । ବରପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି । ପ୍ରଫୁଲ୍ଳ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ପୂର୍ବରୁ ପ୍ରଫୁଲ୍ଳ ଏବଂ ତାଙ୍କ ପୁଅଙ୍କ ଘରେ ଇଡି ରେଡ୍ କରିଥିଲା ।