Bhubaneswar

କାଳ ବୈଶାଖୀ ର ତାଣ୍ଡବ

କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସାଙ୍ଗକୁ ପବନ ବହିବା ମଧ୍ୟ ଜଣାପଡିଛି। । ଅତ୍ୟଧିକ ମାତ୍ରାରେ ପବନ ବୋହିବା ଯୋଗୁଁ ନାହିଁ ନଥିବା କ୍ଷତି...

ସୁଶାନ୍ତ ହତ୍ୟା ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସାମୁହିକ ଦୀପ ଦାନ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟ ବିଜେପି ପକ୍ଷରୁ ରାମ ମନ୍ଦିରରେ ସାମୁହିକ ଦୀପ ଦାନ

୧୦ ଜିଲ୍ଲାରେ ୫୦ ପ୍ରତିଶତ ଡେଇଁଲାଣି ଦୁର୍ଘଟଣା

ମୁଣ୍ଡ ଖାଉଛି ରାଜ୍ୟରେ ସଡ଼କ ଦୁର୍ଘଟଣା।

ଦାଦାବଟି ମାଗି ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ ।

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର

ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ, କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ, ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ

ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଭିନ୍ନ ଢଙ୍ଗରେ ପ୍ରତିବାଦ

ଓଡିଶା ସରକାରୀ ହାଇ ସ୍କୁଲ CBT ସଂଘର ଆହ୍ବାନରେ ମିଳିତ ମଞ୍ଚରେ ନିଜ ହକ୍ ପାଇଁ ୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ...

ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ ।

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ।

ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ୩୧ଟି ବ୍ରିଜ୍‌-କମ-ଚେକ୍‌ ଡ୍ୟାମ୍‌...

ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି:ମନ୍ତ୍ରୀ

ରାଜଭବନ ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ

ମହାମହିମ ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ କରକମଳରେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ପତାକା ସ୍ତମ୍ଭ ସ୍ଥାପିତ

ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରଡିଲେ ସୁର , କଣ କହିଲେ ଦେଖନ୍ତୁ

୨୦୨୪ ଭୋଟ କୁ ଲକ୍ଷ ରଖାଯାଇ ଏବେ ସବୁ ନାଟକ ଚାଲୁଛି।

ଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

କାଲିଠୁ ଜୁନ ୧୫ ତାରିଖ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର ।

ତେଲ ଟାଙ୍କିରେ ଲାଗିଗଲା ନିଆଁ, ଏକସଙ୍ଗେ ଜଳିଗଲା ୨ଟି କାର୍

ଗାଡ଼ିର ତେଲ ଟାଙ୍କିରେ ଲାଗିଗଲା ନିଆଁ, ଏକସଙ୍ଗେ ଜଳିଗଲା ଦୁଇଟି କାର୍ ।

କ୍ୟାବିନେଟ ମନ୍ତ୍ରୀ ଙ୍କ ଶପଥ ଗ୍ରହଣ

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା