Bhubaneswar

ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା

ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ଏହା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ...

ଭୁବନେଶ୍ୱରରେ କନସେନଟ୍ରିକ୍ସ ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଖୋଲିବ ଆଉ ଏକ ଅଗ୍ରଣୀ କମ୍ପାନୀର ଅଫିସ । ଆଇବିଏମ ଓ ଡିଲୋଏଟ ପରେ ଏବେ କନସେନଟ୍ରିକ୍ସ କମ୍ପାନୀର ପାଳି

ରାଜ୍ୟରେ କାଳବୈଶାଖୀ ପ୍ରଭାବ : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ କାଳବୈଶାଖୀ ପ୍ରଭାବ : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବିକଶିତ ହେବ ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସମାଧି ପୀଠ : ୧୦ କୋଟି...

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି ।

CM Opens Air Ticketing to Singapore, Bangok

Chief Minister Shri Naveen Patnaik topday opened the air ticketing to Singapore and Bangkok facilitating people of Odisha travelling...

ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ...

ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ...

ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍‌

’ ୧୦ରେ ଟ୍ରିବ୍ୟୁନାଲ୍‌ ଟିମ୍‌ ବିମାନ‌ଯୋଗେ ଭୁବନେଶ୍ବରରେ ପହଞ୍ଚିବେ।

ଆଜି ତୃତୀୟ ଦିନରେ ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି।

ସତର୍କ ରୁହ

ସାମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ କଡ଼ା ନିର୍ଦ୍ଦେଶ

ବରମୁଣ୍ଡାରେ ସିରିଜ ଦୁର୍ଘଟଣା : ୫ ଆହତ

ଦୁର୍ଘଟଣାରେ ମୋଟ୍ ୫ ଜଣ ଆହତ ହୋଇଛନ୍ତି ।

ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ

ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି ।

ରାଜଧାନୀରୁ କଫସିରପ ଜବତ: ୨ ଗିରଫ

ରାଜଧାନୀରୁ ଠାବ ହେଲା କଫ ସିରଫ ରାକେଟ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡି ବସିଲା ପୋଲିସ ।

ଓଡ଼ିଶାର ଅଦାଲତ ଓ କ୍ଷୁଧା ପୁସ୍ତକ ଲୋକାର୍ପିତ

ଲୋହିଆ ଏକାଡେମୀ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ପାରିଖଙ୍କ ଦ୍ବାରା ଲିଖ୍ ପୁସ୍ତକ "କୋର୍ଟସ ଆଣ୍ଡ ହଙ୍ଗର" (ଅଦାଲତ ଓ କ୍ଷୁଧା) ପ୍ରଫେସର...

ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛି ।

ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ‘ଗୃହ କାର୍ଯ୍ୟ...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଆଗୁଆ ଛୁଟି...

ଆଦର୍ଶ କଲୋନୀ ହେବ ସାତଭାୟା ବଗପାଟିଆ ଥଇଥାନ କଲୋନୀ

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା ।

କୁକୁର କାମୁଡ଼ିଲେ ମାଲିକଙ୍କୁ ପଡ଼ିବ ଫାଇନ୍‌

କୁକୁର ପାଳିବା ପାଇଁ ରାଜଧାନୀରେ ନୂଆ ନିୟମ ଲାଗୁ ।

ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ

ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ପ୍ରତିନିଧି