ଧାମନଗର ର ପୂର୍ବତନ ବିଧାୟକ ସୂର୍ଗତ ବିଷ୍ଣୁ ସେଠୀ ଙ୍କ ଅସ୍ତି ବିସଜନ

ଧାମନଗର ର ପୂର୍ବତନ ବିଧାୟକ ସୂର୍ଗତ ବିଷ୍ଣୁ ସେଠୀ ଙ୍କ ଅସ୍ତି ବିସଜନ

ଭଦ୍ରକ ଜିଲ୍ଲା ଧାମନଗର ର ପୂର୍ବତନ ବିଜେପି ବିଧାୟକ ସୂର୍ଗତ ବିଷ୍ଣୁ ସେଠୀ ଙ୍କ ଅସ୍ତି ବିସଜନ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅସ୍ତି ବିସଜନ କଳସ ଯାତ୍ରାରେ ସୂର୍ଗତ ବିଷ୍ଣୁ ସେଠୀ ଙ୍କ ଏକମାତ୍ର ପୁଅ ତଥା ବତମାନର ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଶୀ ସୋରଜ ଆଜି ନିଜ ବାସ ଘର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ମଙ୍ଗରାଜ ପୁର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆନନ୍ଦପୁର ସ୍ଥିତ ସିଧେଶ୍ବର ଘାଟରେ ଅସ୍ତି ବିସଜନ ହୋଇଯାଇଛି l

ଏହି ଅସ୍ତି ବିସଜନ ଶୋଭାଯାତ୍ରାରେ ଦିବ୍ୟାଗତ ଜନନେତା ତଥା ଧାମନଗର ବିଜେପି ର ପୂର୍ବତନ ବିଧାୟକ ସୂର୍ଗତ ବିଷ୍ଣୁ ସେଠୀ ଙ୍କୁ ଭଲ ପାଉଥିବା ଭଦ୍ରକ ବିଜେପି ର ସମସ୍ତ ନେତା ଓ କର୍ମୀ ମାନେ ବହୁ ସଂଖ୍ୟାରେ ଅସ୍ତି କଳସ ବିସଜନ ଶୋଭାଯାତ୍ରାରେ ଯୋଗ ଦେଇଥିଲେ l

ଭଦ୍ରକ ରୁ ରାଜେଶ କୁମାର ମାହୁନ୍ତ ଙ୍କ ରିପୋର୍ଟ