Bhubaneswar

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ । ମିଶ୍ର କ୍ରିଏସନ୍ ପ୍ରା.ଲି. ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ ହୋଇଥିବା ସୂଚନା

ଭୁବନେଶ୍ୱର ରୁ ଦୁବାଇ ଏବଂ ଦୁବାଇ ରୁ ଭୁବନେଶ୍ୱର ସିଧାସଳଖ ଚାଲିଲା...

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ଓ ଗଲା ୨ ଇଣ୍ଡିଗୋ ବିମାନ

ଚୋରର ଅନୁତାପ , ୯ ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ

ଚିଠି ଲେଖି ଚୋରି ପାଇଁ ଅନୁତାପ କରିବା ସହ ଫେରାଇ ଦେଇଛି ଚୋରି ସାମଗ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: SDCରେ ସାମିଲ ହେଲା ଆଉ ୧୪ ଜିଲ୍ଲା

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ ସାମିଲ ହୋଇଛି ଆଉ ୧୪ ଜିଲ୍ଲା

ଦୁଷ୍କର୍ମୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ବହୁ ଦିନ ପରେ ବୁଲିଲା ବିଏମ୍‌ସି ବୁଲଡୋଜର

ସୋମବାର ମାର୍କେଟ୍ ବିଲ୍ଡିଂରେ ବହୁ ଦୋକାନକୁ ବିଏମସି ଉଚ୍ଛେଦ କରିଛି

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସିଧା ଦୁବାଇ ଉଡିବ ଫ୍ଲାଇଟ୍

ଆଜି ଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଉଡିବ ବିମାନ

ଝାରସୁଗୁଡାର ବିଜୟ ଉତ୍ସବ ଶଙ୍ଖ ଭବନରେ

ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ହାସଲ ନେଇ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ସମାରୋହରେ ଯୋଗଦେଇ ସମସ୍ତଙ୍କୁ...

ମେ’ ୧୪ରୁ ଭୁବନେଶ୍ୱରରେ ୪ଦିନିଆ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର...

ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଆଜି ସନ୍ଧ୍ୟାରେ ବାତ୍ୟା !୧୪ରେ ଉପକୂଳ ଛଇଁବ

ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ।

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ ।

ନବୀନ ନୀତିଶ ଭେଟ୍ ଘାଟ୍, ସାକ୍ଷାତ ନେଇ ନାନା କଳ୍ପନା ଜଳ୍ପନା

ନବୀନ କହିଲେ ସୌଜନ୍ୟମୂଳକ ସାକ୍ଷାତ, ମେଣ୍ଟ ନେଇ ହୋଇନି କୌଣସି ଆଲୋଚନା । ନୀତୀଶ କହିଲେ, ଆମେ ପୁରୁଣା ବନ୍ଧୁ, ଭେଟିବାକୁ ଆସିଥିଲି ।

ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରୁ ସୃଷ୍ଟି ହେଲା ଲଘୁଚାପ, ଆସିଲା ବାସ୍ତବ ଚିତ୍ର

ଭୁବନେଶ୍ବର ରେ ପହଁଞ୍ଚିଲେ ମଣିପୁର ରେ ପଢୁଥିବା ଓଡ଼ିଆ ଛାତ୍ର ଛାତ୍ରୀ

ମଣିପୁର ର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ବର ରେ ପହଞ୍ଚିଛନ୍ତି, ମୁଖ୍ୟମନ୍ତ୍ରୀ...

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନ; ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।

୭ରେ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ

ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି ।

କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ୧୧୧ କୋଟି ଟଙ୍କାର ସହାୟତା

କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ୟ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।