National

ସବୁଠୁ ବଡ଼ ନଗାଡ଼ା ପ୍ରସ୍ତୁତ, ମାର୍ଚ୍ଚ ୧୩ରେ ପଠାଯିବ ଅଯୋଧ୍ୟା

ମଧ୍ୟପ୍ରଦେଶର ରିଓ୍ଵାରେ ମହାଶିବରାତ୍ରି ଉତ୍ସବ ଏଥର ସ୍ୱତନ୍ତ୍ର ହେବାକୁ ଯାଉଛି ।

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି।

ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିପାରିବେ ନାଗରିକ: ସୁପ୍ରିମକୋର୍ଟ

ମହାରାଷ୍ଟ୍ର ପୋଲିସ ତାଙ୍କ ବିରୋଧରେ ଧାରା ୧୫୩ଏ (ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା)ରେ ମାମଲା ରୁଜୁ କରିଥିଲା।

ଦେଶରେ ପ୍ରଥମ ଥର ପାଣି ଭିତରେ ଚାଲିଲା ଟ୍ରେନ୍

ପ୍ରଧାନମନ୍ତ୍ରୀ ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କରିବା ସହ ନିଜେ ଯାତ୍ରା କରିଛନ୍ତି ।

ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ

ମୋଦିଙ୍କ ପରିବାର କିଏ? ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପାକିସ୍ତାନ ଅପେକ୍ଷା ଭାରତରେ ଦୁଇଗୁଣା ବେକାରୀ

ବେକାରୀ ସମସ୍ୟାକୁ ନେଇ ଶାଣିତ ଢଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ

ଇଡିରେ ହାଜର ହେବେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଠାଇଥିବା ଅଷ୍ଟମ ସମନର ଜବାବ ଦେଇଛନ୍ତି

ଆଜିଠାରୁ ୫ ରାଜ୍ୟକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪-୬ ତାରିଖ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ, ଯେଉଁଥିରେ ସେ ୧,୧୦,୬୦୦...

ହେଲିକପ୍ଟରରେ ଗଲା ଦଶମ ଓ ଦ୍ଵାଦଶ ପରୀକ୍ଷା ପ୍ରଶ୍ନପତ୍ର

ହେଲିକପ୍ଟରରେ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକୁମା ଜିଲ୍ଲାରେ ।

ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ

୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ ପ୍ରକାଶ ପାଇଛି

ଗର୍ଭବତୀଙ୍କୁ ୨୦ ଖଣ୍ଡ କରି କାଟିଲେ, ଜଙ୍ଗଲରେ ଫିଙ୍ଗିଦେଲେ

ଗର୍ଭବତୀଙ୍କୁ ପ୍ରଥମେ ହତ୍ୟା, ତା'ପରେ ଖଣ୍ଡ ଖଣ୍ଡ କରି କାଟି ଦେଲେ। ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଲେ।

ମହାଶୂନ୍ୟରେ ପାଦ ଥୋଇବ ଭାରତ

୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।

ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ

ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍‌ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ

ଆଜି ୨ ହଜାର ରେଳପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଆଜି ଦୁଇ ହଜାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା