ଫେବୃଆରୀରେ ୧୨.୫ ପ୍ରତିଶତ ବଢିଲା ଜିଏସଟି ଆଦାୟ
୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ ପ୍ରକାଶ ପାଇଛି

୨୦୨୪ ଫେବୃଆରୀ ମାସର ଜିଏସଟି ଆଦାୟ ରିପୋର୍ଟ ପ୍ରକାଶ ପାଇଛି । ଫେବୃଆରୀ ମାସରେ ୧୨.୫ ପ୍ରତିଶତ ବଢିଛି ଜିଏସଟି ଆଦାୟ । ଏହି କ୍ରମରେ ଫେବୃଆରୀ ମାସରେ ମୋଟ ୧,୬୮,୩୩୭ କୋଟି ଟଙ୍କା ଆଦାୟ କରାଯାଇଛି ।