National
ନିର୍ବାଚନୀ ବଣ୍ଡ୍ ଯୋଜନା ରଦ୍ଦ କଲେ ସୁପ୍ରିମକୋର୍ଟ
ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁୁରୁବାର ନିଜ ରାୟ ଶୁଣାଇଛନ୍ତି।
ଚାଷୀ ଆନ୍ଦୋଳନ: ଆଜି କୃଷକ ନେତାଙ୍କୁ ଭେଟିବ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ...
ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭକାରୀ ଚାଷୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ଏକ କମିଟି ଗୁରୁବାର ଚଣ୍ଡିଗଡ଼ରେ...
ମାନସିକ ଓ ଶାରିରୀକ ନିର୍ଯ୍ୟାତନା ର ଶୀକାର ହେଉଛନ୍ତି ମହାଭାରତର...
ମାନସିକ ଓ ଶାରିରୀକ ନିର୍ଯ୍ୟାତନା ର ଶୀକାର ହେଉଛନ୍ତି ମହାଭାରତର ‘କୃଷ୍ଣ’ ନୀତିଶ ଭରଦ୍ୱାଜ
ଆବୁଧାବି ର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ...
ଆବୁଧାବି ର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପୁଲୱାମା ଆକ୍ରମଣକୁ ୫ବର୍ଷ, ଆଜି ବି ମନେପଡେ ସେଇ କାଳ ଦିନର କଥା
ଫେବୃଆରୀ ୧୪ ତାରିଖ… ଏହି ତାରିଖକୁ କିଏ ବା ଭୁଲିପାରିବ ।
ଆସନ୍ତାକାଲି କତାର ଯିବେ ପ୍ରଧାନମନ୍ତ୍ରୀ
ସେମାନଙ୍କ ମଧ୍ୟରୁ ୭ଜଣ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ
ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ, ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଏବେ ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ।
କେରଳର ରାସନ ଦୋକାନ ଗୁଡ଼ିକରେ ଲାଗିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ...
କେରଳ ସରକାର ରାଜ୍ୟର ରାସନ ଦୋକାନ ଗୁଡ଼ିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଲୋଗୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ସାଇନ୍ ବୋର୍ଡ...
ମଧ୍ୟାହ୍ନ ଭୋଜନ ପାଇଁ ମୋଦୀଙ୍କ ଫୋନ କଲକୁ ନେଇ ଚର୍ଚ୍ଚା
ଲୋକସଭା କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ସହ ଲଞ୍ଚ ଖାଇଲେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୪ଟି ଦଳର ୮ ସାଂସଦ
ମାଦ୍ରାସା ଉଚ୍ଛେଦ ନେଇ ଉତ୍ତରାଖଣ୍ଡର ହଲଦ୍ବାନିରେ ହିଂସା, ୪ ମୃତ
ବେଆଇନ ମାଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡର ହଲଦ୍ବାନିର ବ୍ୟାପକ ହିଂସା ଘଟିଛି
ଆସନ୍ତା ୧୭ରେ ଇସ୍ରୋର ପାଣିପାଗ ଉପଗ୍ରହ ଉତକ୍ଷେପଣ
ଫେବ୍ରୁଆରି ୧୭ ତାରିଖ ପୂର୍ବାହ୍ନ ସାଢ଼େ ୫ଟାରେ ଜିଏସ୍ଏଲଭି-ଏଫ୍୧୪/ଇନସାଟ୍-୩ଡିଏସ୍ ମିଶନର ଉତକ୍ଷେପଣ ହେବ ।
ସମାନ ନାଗରିକ ସଂହିତା ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ
ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି।
ପ୍ରଥମ ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ର ମଞ୍ଜୁରୀ, ମଙ୍ଗଳବାର...
ଉତ୍ତରାଖଣ୍ଡ ରାଜ୍ୟରେ ପ୍ରଥମେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉତ୍ତରାଖଣ୍ଡ କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି
ଚକ୍ରଧାରୀ ଶରନ ସିଂ ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି
୫ ଦିନିଆ ଇଡି ରିମାଣ୍ଡରେ ଗଲେ ହେମନ୍ତ ସୋରେନ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ଏକ କୋର୍ଟ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ
କାଲିର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ।
ବାରାଣାସୀ ସ୍ଥିତ ଜ୍ଞାନବ୍ୟାପୀ କମ୍ପେ୍ଲକ୍ସରେ ହିନ୍ଦୁ ଙ୍କ ପୂଜାପାଠ
୩୧ ବର୍ଷ ପରେ ବାରାଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପେ୍ଲକ୍ସରେ କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ତରଫରୁ ପୂଜାପାଠ
କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?
ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ।
ଦିନିକିଆ କଟକ ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ









