Tag: #Paradip
ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
ଆଜି ପାରାଦୀପ ପୌର ପରିଷଦ ର ବିଭିନ୍ନ ୱ୍ଵାର୍ଡ ବୁଲି ଜନଗଣନା କାର୍ଯ୍ୟ ର ସମିକ୍ଷା
ପାରାଦ୍ଵୀପରେ JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ...
ଓଡ଼ିଶା ହେବ ଦେଶର ‘ଷ୍ଟିଲ୍ ରାଜଧାନୀ’ ୧,୨୫,୦୦୦ କୋଟିର ପୁଞ୍ଜି ନିବେଶ: ଓଡ଼ିଶାରେ ଔଦ୍ୟୋଗିକ କ୍ରାନ୍ତିର ନୂଆ ଆରମ୍ଭ "୨୦୨୮ ସୁଦ୍ଧା ଉତ୍ପାଦନ ଆରମ୍ଭ" –...
ଡିଏଭି ପବ୍ଲିକ୍ ସ୍କୁଲର ଉଲ୍ଲେଖନୀୟ ପ୍ରଦର୍ଶନ,
DAV ପବ୍ଲିକ୍ ସ୍କୁଲ୍, IFFCO, ପାରାଦୀପରେ CBSE ଦଶମ ଶ୍ରେଣୀର ଉଲ୍ଲେଖନୀୟ ଫଳାଫଳ (2025–26)
ପାରାଦୀପ ରେ ଜାତୀୟ ପ୍ରେସ ଦିବସ ପାଳିତ
ପାରାଦୀପ କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ
ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫ ଉଦଘାଟିତ
ଉଦଘାଟନୀ ସମାରୋହ ଅବସରରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଇଫକୋ ପରିସରରେ ୭୯ତମ ସ୍ବାଧୀନତା ଦିବସ ପାଳିତ
ଦେଶର ୪୦ ପ୍ରତିଶତ ସାର ଯୋଗାଉଛି ଇଫକୋ, ଏହି ଧାରା ବଜାୟ ରଖିବା ସହ ଆହୁରି ଅଧିକ ଯୋଗାଇବା ପାଇଁ ଉଦ୍ୟମ ଅବ୍ୟାହତ ରହିବ : ପାରାଦୀପ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ...
ଭରତୀୟ ତଟ ରକ୍ଷକ ପକ୍ଷରୁ ପାରାଦୀପ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ...
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଅବସରରେ ଭାରତୀୟ ତଟରକ୍ଷକ ବାହିନୀ, ଜିଲ୍ଲା ମୁଖ୍ୟାଳୟ (ଓଡିଶା) ପକ୍ଷରୁ ପାରାଦୀପ ରେ ମହାସମାରୋହରେ ଅନୁଷ୍ଠିତ
ପାରାଦୀପ ପୋର୍ଟ ବଣିକ ସଂଘରେ ଶୋକସଭା
ପାରାଦୀପ ପୋର୍ଟ ବଣିକ ସଂଘର ପ୍ରାକ୍ତନ ବ୍ୟବସାୟୀ ଏମ.କେ.ଗୋପାଳକୃଷ୍ଣ ଙ୍କ ବିୟୋଗରେ ଶୋକସଭା
ପାରାଦୀପ ରେ ଅଟକ ଥିବା ବାଂଲାଦେଶୀ ସ୍ବଦେଶ ଫେରିବେ
ସ୍ବଦେଶ ଫେରିଯିବ ଅଟକ ବାଂଲାଦେଶ ବୋଟ୍ ଓ ୭୮ ବାଂଲାଦେଶୀ, ପ୍ରତିଫଳିତ ହେଲା ଭାରତ ସରକାରଙ୍କ ମହାନତା
ପୁଣି ସାମ୍ନା କୁ ଆସିଲା ଜେଏସଡବ୍ଲୁ କେଳେଙ୍କାରୀ
ବିନା ସହମତିରେ କମ୍ପାନୀ କାଟିଦେଲା ହଜାର ହଜାର ଗଛ, ଅଭିଯୋଗ କରି ଧାରଣା ଦେଲେ ଶତାଧିକ ଗ୍ରାମବାସୀ
ଆୟୋଜିତ ହେଲା ଦରିଦ୍ର ନାରାୟଣ ସେବା
ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ଦ୍ଵାରା ଦରିଦ୍ର ନାରାୟଣ ସେବା
ରାଜ୍ୟରେ ଏମଏସଏମଇ ଅଭିବୃଦ୍ଧିକୁ ନୂଆ ବୁଷ୍ଟର
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡିଶା ଚାପ୍ଟର ପକ୍ଷରୁ ପାରାଦୀପ ଠାରେ ସିଆଇଆଇ ଏମ୍ଏସ୍ଏମ୍ଇ କନେକ୍ଟ ୨୦୨୪ର ଆୟୋଜନ
ପାରାଦୀପ ପୋଲିସ୍ ହାତରେ ବ୍ରାଉନ୍ ସୁଗାର୍ ଓ ବେପାରୀ
ପାରାଦୀପ ଅଞ୍ଚଳରେ ହେଉଥିବା ଚୋରା ବ୍ରାଉନ୍ ସୁଗାର୍ ନିଶା କରିବାର ର ବଡ ସୁରାକ ମିଳିଛି
ଜାତୀୟ ପ୍ରେସ ଦିବସ ପାଳିତ
ପାରାଦୀପ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ହେଲା
ପିପିଏଲ ପାଚେରୀ ରେ ସୃଷ୍ଟି ହୋଇଥିବା କଣା କୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇ ବନ୍ଦ କରିଦିଆଯାଇଛି , ପରିସ୍ଥିତି ସ୍ଵାଭାବିକ
ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ...
ଅକ୍ଟୋବର ୨୮, ୨୦୨୪ ରେ ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ-୨୦୨୪ ର ଆରମ୍ଭ
ଇଣ୍ଡିଆ କେମ୍ ରେ ଚମକିଲା ପିପିଏଲ୍
ଇଣ୍ଡିଆ କେମ୍ ମୁମ୍ବାଇ ପ୍ରଦର୍ଶନୀରେ ପାରାଦୀପ ଫସ୍ଫେଟସ୍ ଲିମିଟେଡ୍(ପିପିଏଲ୍) ଷ୍ଟଲ
ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାର...
ପାରାଦ୍ଵୀପ ଶାଖାର ଦ୍ଵିତୀୟ ବାର୍ଷିକ ମହୋତ୍ସବ ପବିତ୍ର ମହାଳୟା ତିଥିରେ ଇଂ ତା-୦୨.୧୦.୨୦୨୪ ପାରାଦ୍ଵୀପ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି।








