ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ , ହିଟ୍ ଆଣ୍ଡ୍ ରନ୍ ଆଇନ ପ୍ରତ୍ୟାହାର କରିବାକୁ ଦାବି
ପାରାଦୀପ ଇଣ୍ଡିଆନ୍ ଅଏଲ୍ ଟର୍ମିନାଲ ଠାରେ ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ

ପାରାଦୀପ ଇଣ୍ଡିଆନ୍ ଅଏଲ୍ ଟର୍ମିନାଲ ଠାରେ ପାରାଦୀପ ତୈଳ ପରିବହନ କର୍ମଚାରୀ ସଂଘର ପ୍ରତିବାଦ । ଏହି ପ୍ରତିବାଦ ସଭାରେ ତୈଳ ପରିବହନ କରୁଥିବା ଶତାଧିକ ଡ୍ରାଇଭର ମାନେ ସାମିଲ ହୋଇଛନ୍ତି । ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଏହି ଆନ୍ଦୋଳନ ଜାରି ରହିଛି । ଡ୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ ସ୍ୱର ଉଠିଥିବା ବେଳେ ପାରାଦୀପର ବିଭିନ୍ନ ତୈଳ ଡିପୁର ଡ୍ରାଇଭର ସଂଘ ପକ୍ଷରୁ ଏଭଳି ପ୍ରତିବାଦ କରାଯାଉଛି ।