ସୌମ୍ୟ ଙ୍କ ମହୁ ଉପାଖ୍ୟାନ , ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ?

ପାରାଦୀପ ରେ ବିଜୁ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେଡ଼ି କ୍ଷମତା କୁ ସୌମ୍ୟ ଙ୍କ ସିଧା ଟାର୍ଗେଟ୍ , ମହୁ ଖାଇବାର ଯୋଗ୍ୟତା ତୁମର ଅଛି ତ ? ମୋ ଅଜା ଙ୍କ ନିଶ ଥିଲା ମୋର ତ ନାହିଁ, ଅଜାଙ୍କ ନିଶ ନେଇ କେତେ ଦିନ ଗର୍ବ କରିବା

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନଏମ୍ ନିୟୁଜ