Tag: #odishanewsmakers

National

ଲତା ମଙ୍ଗେଶକରଙ୍କୁ ମନେ ପକାଇଲେ ପିଏମ ମୋଦୀ

'ସ୍ବର କୋକିଳା' ଲତା ମଙ୍ଗେଶକର ହିନ୍ଦୀ ସିନେମାର ଭେଟରାନ ଏବଂ ମହାନ ସିଙ୍ଗର ଥିଲେ ।

State

ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

State

ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ

ଏହାସହ ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ହିଂସାର ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ।

State

ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ...

ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଆଲୋଚନା ଓ ବିଚାରବିମର୍ଶ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

National

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ପଞ୍ଜିକୃତ ହେବ ଏତଲା

ନିର୍ବାଚନୀ ବଣ୍ଡ ମାଧ୍ୟମରେ ହେରଫେର ମାମଲାରେ ବେଙ୍ଗାଲୁରୁର ସ୍ୱତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

State

ଆକ୍ସନ ମୋଡ଼ରେ ନବୀନ

ବିଜେଡିର ପରାଜୟ ପରେ ଦଳର ପୁରୁଖା ନେତାମାନେ ଏହାର କାରଣ ଖୋଜି ଚାଲିଛନ୍ତି।

State

ପଶ୍ଚିମ ଓଡ଼ିଶାରେ ହେବ ନୂଆ ଚିଡ଼ିଆଘର

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା

State

ଜନତାଙ୍କ ପାଖକୁ ଯାଅ, ଜନ ପ୍ରତିନିଧିଙ୍କୁ ସମ୍ମାନ ଦିଅ

ମୁଖ୍ୟମନ୍ତ୍ରୀ କହିଥିଲେ, "ପ୍ରାଥମିକ ଶିକ୍ଷାର ମାନ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି।

State

ଆଉ ଚଳିବନି ବାବୁଗିରି - ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜଧାନୀକୁ ଛାଡ଼ି ଦେଲେ, ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ହିଁ ବୁଝିଥାନ୍ତି।

State

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଦୁର୍ନୀତି କଲେ ମିଳିବ କଡ଼ା ଦଣ୍ଡ

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ କହିଛନ୍ତି, ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।

State

ଆଲବମ୍ ଅଭିନେତ୍ରୀ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା

ଆଲବମ୍ ଅଭିନେତ୍ରୀ ରୁକ୍ସାନା ବାନୋ ମୃତ୍ୟୁ ଘଟଣାରେ କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର ଲୋକେ ।

State

ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ ।

State

ନବୀନଙ୍କ ନୂଆ ମାଷ୍ଟରପ୍ଲାନ

ତେବେ ଦଳରେ ଅନ୍ତ କନ୍ଦଳ ବଢୁଥିବାରୁ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଅଣ୍ଟା କଷିଛନ୍ତି ନବୀନ ପଟ୍ଟନାୟକ।

State

ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ

ଏହା ବୁଧବାରଠାରୁ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । ଏହି କାରଣରୁ ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି ଓ କୋଷ୍ଟଗାର୍ଡ ପଇଁତରା ମାରୁଛନ୍ତି ।

National

ବିହାର ରାଜଧାନୀ ପାଟନାକୁ ପୁଣି ଥରେ ବୁଡ଼େଇଲା ଗଙ୍ଗା

ପାଟନା ଓ ମୁଙ୍ଗେର ଭଳି ସହରର ଅନେକ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି।