Tag: #odishanewsmakers

State

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ଛାଉଣୀ ହେବ ରାଜଧାନୀ

ଜନତା ମଇଦାନକୁ ନିଜ ଅକ୍ତିଆରକୁ ନେଇଛି ପୋଲିସ । ସେଠାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଛି ।

Puri

ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ମହାବିଭ୍ରାଟ

ଏତେ ଦିନ ଧରି କିଭଳି ଲୁହା କଡେଇରେ ଚାଲିଥିଲା ଅନ୍ନ ପ୍ରସ୍ତୁତି? ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏ ବାବଦରେ ଖବର ନଥିଲା କି? ଯଦି ଖବର ଥିଲା ତେବେ କାହିଁକି ଚୁପ୍...

Sambalpur

ସମଲେଶ୍ୱରୀ ମନ୍ଦିର ଗର୍ଭ ଗୃହ ପାଇଁ ଅସମ୍ଭାଳ ହେଲାଣି ଧୂଆଁ

ଧୂଆଁରେ ଗର୍ଭଗୃହର କାନ୍ଥ ଓ ଛାତର ଭିତର ଅଂଶସବୁ କଳା ପଡିଗଲାଣି । ସମଲେଶ୍ଵରୀଙ୍କ ରୂପାର ପରଭା ବି ଧୀରେ ଧୀର କଳା ପଡ଼ିଯାଉଛି

State

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ...

ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ

State

ରାଜ୍ୟ କ୍ୟାବିନେଟ୍‌ର ବୈଠକ ଶେଷ, ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।

State

ସୁଭଦ୍ରା ଯୋଜନା ନେଇ ଆଉ ଏକ ବଡ ଘୋଷଣା

ବହୁପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନା ଆରମ୍ଭ ହୋଇଯାଇଛି। ଗାଁ ଠାରୁ ସହର ଯାଏଁ ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି।

State

ଓଡିଶାରୁ ଦୁବାଇ ଗଲା ଡ୍ରାଗନ ଫଳ

ଆଜି ଓଡ଼ିଶାରୁ ଦୁବାଇକୁ ପ୍ରେରଣା ହୋଇଛି ଡ୍ରାଗନ ଫଳ। ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇକୁ ଗଲା ଡ୍ରାଗନ ଫଳ।

State

ହାଇକୋର୍ଟଙ୍କ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ। ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Cuttack

କଟକ ହାଇକୋର୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ

କଟକ ହାଇକୋର୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ। ହାଇକୋର୍ଟର ଦ୍ଵିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି।

National

କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର

କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରାଯାଇଛି।

State

ଡିସେମ୍ବର ସୁଦ୍ଧା ସବୁ ଗାଁକୁ ମିଳିବ ନେଟୱର୍କ ସେବା

ସମସ୍ତ ଗାଁକୁ ମୋବାଇଲ ନେଟୱର୍କ ଯୋଗାଇ ଦେବା ପାଇଁ ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ।

State

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧିକଲେ ରାଜ୍ୟ...

ପ୍ରାଥମିକ ଭାବେ ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଏକ ବର୍ଷ ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି ।

State

ରାଜ୍ୟ ରାଜନୀତିରେ 'ରେଭେନ୍ସା' ଝଡ଼;

ଏଭଳି ବୟାନ ରଖିବା ପୂର୍ବରୁ ସେ ଟିକିଏ ଇତିହାସ ପଡ଼ିଥାନ୍ତେ ବୋଲି କହି କଟାକ୍ଷ କରିଛି ବିଜେଡି।

State

ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି

ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ସ୍ପୋର୍ଟସ ଭ୍ୟାଲି।