Tag: #odishanewsmakers
ଓକିଲମାନେ ସାମ୍ବାଦିକ ହୋଇପାରିବେ ନାହିଁ: ସୁପ୍ରିମକୋର୍ଟ
ବୃତ୍ତିରେ ଥିବା ଓକିଲମାନେ ସାମ୍ବାଦିକ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି
ସମ୍ଭାବ୍ୟ ବାତ୍ୟା ପାଇଁ ନିଯୁକ୍ତି ହେବେ ସ୍ଵତନ୍ତ୍ର ଅଫିସର
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି
ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ
ସହ-ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ।
ବୈଠକରେ ନିଷ୍ପତ୍ତି: ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକିପାରିବେନି...
ସେହିପରି ବାହାର ରାଜ୍ୟର ଚାଷୀ ଆସି ଓଡ଼ିଶାର ମଣ୍ଡିରେ ଧାନ ଯେପରି ବିକି ନପାରିବେ, ସେଥି ପ୍ରତି ମଧ୍ୟ ଗୁରୁତ୍ବ ଦେବାର ଅଛି।
ଶ୍ରୀମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର କରିବାକୁ ନିର୍ଦ୍ଦେଶ
ସେହିପରି ଖଜା ୫ ଓ ୧୦ ଟଙ୍କା ସ୍ଥାନରେ ପ୍ରାୟ ୨୦ ଓ ୪୦ ଟଙ୍କା ହୋଇଛି ।
ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: "ନବରାତ୍ରୀରେ ମା' ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ନମନ।
ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ
ଏହି ସମୟରେ ବନ୍ଧୁକର ଏକ ସେଲ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଗୋହିଲ ବିଶ୍ୱରାଜ ସିଂହ (୨୦) ଏବଂ ସୈଫତ ଶିତ (୨୧) ଆହତ ହୋଇଥିଲେ।
ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ।
ଆଜି ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାବତରଣ
ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା
୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣା ମିଳିବ ରାସନ ଚାଉଳ
୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ ।
ହରିୟାଣାରେ ବିଜେପି ବିଜୟର ସୂତ୍ରଧର
ଦଳ ମନୋହର ଲାଲ୍ ଖଟ୍ଟରଙ୍କୁ ଦୂରେଇ ରଖି ଲୋକଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିଥିଲା, ସେହିପରି ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନାୟବ ସିଂହ ସାଇନିଙ୍କୁ ଆଣିଥିଲା...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି
ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର
ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।
ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା
୧୭୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିଛି।
ଦୀର୍ଘ ସମୟ ଧରି ବୁଲିଲା ଶବ
ମେଡିକାଲ୍ରୁ ଶ୍ମଶାନ୍, ଶ୍ମଶାନରୁ ମେଡିକାଲ୍। ବଞ୍ଚିଥିବା ଭାବି ସାହି ଭାଇ ଓ ପରିବାର ଲୋକ ଆଜି ମୃତଦେହକୁ ଧରି ଏମିତି ହଲ୍ଲାପଟା ହୋଇଛନ୍ତି।
ବଦଳିବ ସରକାରୀ କୋଠାରୀର ରଙ୍ଗ
ପୂର୍ତ୍ତ ବିଭାଗର ପ୍ରମୁଖ ଇଞ୍ଜିନିୟର ତଥା ସ୍ୱତନ୍ତ୍ର ସଚିବ ଏନେଇ ସମସ୍ତ ମୁଖ୍ୟ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ସୁସ୍ଥ ଅଛନ୍ତି ରତନ ଟାଟା
ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି