Tag: #Odisha
ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ ।
ବାଜି ମାରିଲା ଓଡିଶା, ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ ।
୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପର ଭିତ୍ତପ୍ରସ୍ତର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଶ୍ରୀରାମଲାଲାଙ୍କ ପାଇଁ ଆଠଗଡ଼ରୁ ଗଲା ଅହିଂସା ଖଣ୍ଡୁଆ ପାଟ
ଶ୍ରୀରାମଲାଲାଙ୍କ ପାଇଁ କଟକ ଆଠଗଡ଼ ନୂଆପାଟଣାରୁ ଅଯୋଧ୍ୟା ଗଲା ଅହିଂସା ଖଣ୍ଡୁଆ ପାଟ।
ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ ।
ଲୋକାର୍ପଣ ପୂର୍ବରୁ ଗଜପତି କହିଲେ ଏମିତି କଥା
ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ତା' ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା।...
ରାଜ୍ୟରେ ୧୭ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ
ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା ଅଛି ।
ପ୍ରଥମ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ର ଲୋଗୋ ଉନ୍ମୋଚିତ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି
ମହେଶ୍ୱର ମହାନ୍ତି ପୁନଃ ସଭାପତି ମନୋନୀତ
ଜଗତସିଂହପୁର ଜ଼ିଲ୍ଲା ଫଟୋ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନର ସାଧାରଣ ପରିଷଦ ବୈଠକ
ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍
ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍ । ରାଜ୍ୟର ଉତ୍ପାଦିତ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିଥିବା ନେଇ ଜଣାପଡ଼ିଛି
ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଳା ପୁରସ୍କାର...
୪୧ତମ ରାଜ୍ୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି
ପାଳିତ ହେଲା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ସମାରୋହ
ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ଜାତିର ଅସ୍ମିତାର ପରିଚୟ: ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ କାୟା ମେଲାଉଛି କୋରୋନା
ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୨ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ...
କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ : ସ୍ୱାସ୍ଥ୍ୟ ନିର୍ଦେଶକ
ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ତେଜୁଛି କାମିୟା ଜାନୀ ବିବାଦ, କିଏ ଏହି କାମିୟା ???
କିଏ ଏହି କାମିୟା ଜାନୀ ? କଣ କରନ୍ତି ସେ ?, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ