Tag: ##odisha
ଅର୍ଚ୍ଚନା ନାଗ୍ ଙ୍କୁ ହତ୍ୟା ଧମକ
ହତ୍ୟା ପାଇଁ ଧମକ ମିଳୁଥିବା ଅର୍ଚ୍ଚନାଙ୍କ ଅଭିଯୋଗ -‘ମୋ ଜୀବନ ପ୍ରତି ବିପଦ ଅଛି’
ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ବଡ ଘୋଷଣା : ଲଢ଼ିବେନି ନିର୍ବାଚନ,
ମୁଖ୍ୟମନ୍ତ୍ରୀ ମୋ ଗୁରୁ ନବୀନ ମୋ ‘ବାପା’ ବୋଲି ସମ୍ବୋଧନ କଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍
ଡାକ୍ତର ଦାମୋଦର ରାଉତଙ୍କର ୮୨ ତମ ଜନ୍ମ ଜୟନ୍ତୀ
ଡାକ୍ତର ଦାମୋଦର ରାଉତ ଙ୍କ ୮୨ତମ ଜନ୍ମତିଥି ପାଳନ ଅବସରରେ ଦାମୋଦର ଜୟନ୍ତୀ କମିଟି ପକ୍ଷରୁ ସମୂହ ଦୀପଦାନ ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ
ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ
ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର
କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ...
କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା, କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର
ଏବେ ସମ୍ପତ୍ତିକୁ ନେଇ ହେବ ଖୋଳତାଡ
ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ହେବ ଖୋଳତାଡ, ଇଡି- ସିବିଆଇ ସ୍କାନର୍ ରେ ମଦ ବେପାରୀ ଙ୍କ ସମ୍ପତ୍ତି
ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର...
ବହିର ବିକଳ୍ପ ନାହିଁ। ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି
ସରିଲା ଗଣତି, ମିଳିଲା ୩୦୫ କୋଟି
୫ ଦିନ ପରେ ସରିଲା ଟଙ୍କା ଗଣତି, ମେସିନ ସହ ବାହାରିଲେ ବ୍ୟାଙ୍କ କର୍ମଚାରୀ, ମିଳିଲା ୩୦୫ କୋଟି
ଓଡ଼ିଶା ରେ ଭିଣ୍ଟେଜ୍ କାର ମେଳା
ପ୍ରଥମ ଥର ଆୟୋଜିତ ହେଲା ଭୁବନେଶ୍ଵରରେ ଭିଣ୍ଟେଜ୍ କାର ମେଳା, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ବସ୍ତା ବସ୍ତା ଟଙ୍କା ଗଣି ଗଣି ମେସିନ ବି ହେଉଛି ଗରମ
ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର
ଅନଲାଇନରେ ବୁକିଂ କରୁଥିଲେ ଗ୍ରାହକ, ଫିଜିଓ ଥେରପି ଓ ଆୟୁର୍ବେଦ ଚିକିତ୍ସା ନାମରେ ଦିଆଯାଉଥିଲା ଦୈହିକ ସୁଖ
୨୦୨୩ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍ଘାଟିତ
ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ ଉଦ୍ଘାଟିତ : ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ
ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଯୁଗାନ୍ତକାରୀ ପଦକ୍ଷେପ
ଚିତ୍ରକଳା ଗୁଡ଼ିକୁ ନେଇ ଆୟୋଜିତ ହେଲା ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ
ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ରାଷ୍ଟ୍ରପତି ଙ୍କ ଯୋଗଦାନ
ଭାରତର ମାନ୍ୟବର ରାଷ୍ଟ୍ରପତି ଆଜି ପାରାଦ୍ଵୀପ ଗସ୍ତରେ ଆସି ପାରାଦ୍ବୀପ ପୋର୍ଟ ର ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ଯୋଗଦାନ କରିଥିଲେ








