IAS ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର
୧୭ ଜିଲ୍ଲାର ଜିଲ୍ଲାପାଳ ବଦଳାଇଲେ ରାଜ୍ୟ ସରକାର

-ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍ଡିସି
-କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ
-କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
-ମୟୂରଭଂଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ
-ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ
-ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ
-ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ
-ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ
-ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ
-ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର
-ତେମ୍ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ
-ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍ଡିସି
-କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଂଜ ଜିଲ୍ଲାପାଳ
-ମୟୂରଭଂଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ
-ବିଜୟ କୁମାର ଦାସ ହେଲେ ପୁରୀ ଜିଲ୍ଲାପାଳ
-ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ
-ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ
-ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ
-ବିଶାଲ ସିଂହ ହେଲେ କେନ୍ଦୁଝର ଜିଲ୍ଲାପାଳ
-ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ
-କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ
-ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
-ଜେ. ସୋନାଲ ବୌଦ୍ଧ ଜିଲ୍ଲାପାଳ
-ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ସମ୍ବଲପୁର ଜିଲ୍ଲାପାଳ
-ଆଦିତ୍ୟ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ
-ଅନ୍ୟା ଦାସ ହେଲେ ସୋନପୁର ଜିଲ୍ଲାପାଳ
-ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ
-ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ
-ଗୌରବ ଶିବାଜୀ ଈଶ୍ୱର ହେଲେ ବଲାଙ୍ଗୀର ଜିଲ୍ଲାପାଳ
-ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ପଞ୍ଚାୟତିରାଜ ଯୁଗ୍ମ ସଚିବ
-ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ
-ଲିଙ୍ଗରାଜ ପଣ୍ଡା ହେଲେ ସମବାୟ ବିଭାଗ ଯୁଗ୍ମ ସଚିବ
-ଅମ୍ରିତ ଋତୁରାଜ ହେଲେ ଶ୍ରମ କମିଶନର
-ଅନନ୍ୟା ଦାସ ହେଲେ ବୟନ ଶିଳ୍ପ ଯୁଗ୍ମ ସଚିବ
-ବିଶାଲ ସିଂହ ହେଲେ କେନ୍ଦୁଝର ଜିଲ୍ଲାପାଳ
-ଧିନା ଦସ୍ତିଦାର ହେଲେ ଗଂଜାମ ଉପଜିଲ୍ଲାପାଳ
-ରୀନା ପ୍ରଧାନ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ
-ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ବାଲେଶ୍ୱର ଉପଜିଲ୍ଲାପାଳ
-କିରଣଦୀପ କୌଣ ସହୋଟା ହେଲେ ଗୁଣପୁର ଉପଜିଲ୍ଲାପାଳ
-ରେହାନ ଖତ୍ରୀ ହେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ
-ଧିମାନ ଚକମା ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ
-ବିମଳେନ୍ଦୁ ରାୟ ହେଲେ ଇପିଏମ୍ ନିର୍ଦ୍ଦେଶକ
-ନୃସିଂହ ଚରଣ ସ୍ୱାଇଁ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ
-ନରହରି ସେଠୀ ହେଲେ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ