Tag: hirakud dam

State

ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍, ଲିଫ୍ଟ ଭିତରୁ ଉଠିଲା ଫଟୋ ।

State

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍

ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

State

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୪ଟି ଗେଟ୍‌

ଏବେ ୧୦ଟି ଗେଟ୍ ଦେଇ ହୀରାକୁଦରୁ ଚାଲିଛି ଛକ ନିଷ୍କାସନ ।

Sambalpur

ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ୍

ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି

State

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ ଗେଟ୍

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

Sambalpur

ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ବନ୍ଦ

ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି

Sambalpur

ହୀରାକୁଦର ପୁଣି ୫ ଗେଟ ଖୋଲିଲା, ୧୭ ଗେଟ ଖୋଲା

ହୀରାକୁଦର ପୁଣି ୫ ଗେଟ ଖୋଲିଲା। ବର୍ତ୍ତମାନ ମୋଟ ୧୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।

Sambalpur

ହୀରାକୁଦର ୧୨ ଗେଟ ଦେଇ ଜଳ ନିଷ୍କାସନ

ବର୍ତ୍ତମାନ ମୋଟ ୧୨ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦକୁ ଉପରମୁଣ୍ଡରୁ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ ଜଳ ପ୍ରବେଶ କରୁଛି।

Sambalpur

ଖୋଲିବନି ହୀରାକୁଦ ଗେଟ୍

ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି

Sambalpur

ବନ୍ଦ ହେଲା ଆଉ ୬ ଗେଟ୍‌

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍‌‌

Sambalpur

ହୀରାକୁଦ ଡ୍ୟାମ୍‌: ଜଳପତ୍ତନ ରହିଛି ୬୧୪.୮୭ ଫୁଟ

ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଛି ହୀରାକୁଦ ଡ୍ୟାମ୍‌ର ଗେଟ୍‌। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Sambalpur

୨୩ରେ ଖୋଲିବ ହୀରାକୁଦ

ହୀରାକୁଦ ବନ୍ଧକୁ ନେଇ ଏକ ବଡ଼ ଖବର ଆସିଛି  । ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ