ରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା ଟ୍ରକ

ରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା ଟ୍ରକ

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । କେନ୍ଦୁଝର ଚମ୍ପୁଆ ଏନଏଚ ଉପରେ ଠିଆ ହୋଇଥିବା ଟ୍ରକରେ ହଠାତ୍ ଲାଗିଲା ନିଆଁ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଟ୍ରକର ଆଗପଟ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ।