Posts
ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ୨୨ ପୌର କାର୍ୟ୍ୟନିର୍ବାହୀ ଅଧିକାରୀ
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୨ଜଣ ପୌର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ବଦଳି କରିଛନ୍ତି ।
ଫିଜିକ୍ସ ପରୀକ୍ଷାରେ ତ୍ରୁଟି : ସ୍ୱୀକାର କଲା ସିଏଚଏସଇ
ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇ ଆଲର୍ଟରେ ଟୁଇନ ସିଟି
କଟକ ଭୁବନେଶ୍ୱରରେ ସୁରକ୍ଷା ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ଟୁଇନସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ
ମହାଶୂନ୍ୟରେ ପାଦ ଥୋଇବ ଭାରତ
୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।
ରାଜ୍ୟରେ ପୋଲିସର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ବଡ ପଦକ୍ଷେପ
ଆଜି ସନ୍ଧ୍ୟାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ୨୮୫ ଟି ନୂତନ ଯାନ (୭୧ଟି ବୋଲେରୋ, ୯୪ଟି...
ନିତି ଆୟୋଗ ରିପୋର୍ଟ : ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର
ଦେଶରେ କମିଛି ଦାରିଦ୍ର୍ୟ ହାର । ୫ ଏନଏସଏସଓ ସର୍ଭେରୁ ଜଣାପଡିଛି ।
ଏଣିକି କଡ଼ାକଡ଼ି ହେବ, ୬ ବର୍ଷ ନହେଲେ ପ୍ରଥମ ଶ୍ରେଣୀରେ ଆଡ୍ମିଶନ...
ଏଣିକି କଡ଼ାକଡ଼ି ହେବ, ୬ ବର୍ଷ ନହେଲେ ପ୍ରଥମ ଶ୍ରେଣୀରେ ଆଡ୍ମିଶନ ମନା
ଆରପାରି ରେ ଚିଠି ଆଇ ହେ.....
ଆରପାରିରେ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ । ୭୨ ବର୍ଷ ବୟସରେ ପରଲୋକ ।
ଲୋକସେବା ଭବନ ଘେରାଉ କଲେ କଂଗ୍ରେସ
୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ଲୋକସେବା ଭବନ ଘେରାଉ ବେଳେ ଉଠାଇନେଲା ପୋଲିସ
ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ "ନୂଆ...
ସମ୍ବଲପୁର ଗସ୍ତରେ 5-T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ "ନୂଆ ଓ" ଛାତ୍ର ବୃତ୍ତି
ବାରବାଟୀ ଆସିବେ ନେହା କକ୍କର
ଆସନ୍ତା ୨୭ ତାରିଖରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
ଓଡ଼ିଶା ଆସିବେ ବିଲ୍ ଗେଟ୍ସ
ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ
ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା
ରାଜ୍ୟରେ ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସ୍ୱର୍ଣ୍ଣପଦକ ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍
ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ...
ବଜାରରେ ଗଞ୍ଜେଇ ଚକୋଲେଟ୍ : ହାଇଦ୍ରାବାଦରୁ ଓଡ଼ିଆ ଯୁବକ ଗିରଫ
ହାଇଦ୍ରାବାଦରେ ଗଞ୍ଜେଇ ଚକୋଲେଟ ପାନ ଦୋକାନରେ ବିକ୍ରି ହେଉଛି ।








