Posts

Entertainment

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଓ ରାଧିକା

ଆଗକୁ ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି।କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ...

State

ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ମୟୂରଭଂଜ ଜିଲ୍ଲାର ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କରିଛନ୍ତି

National

ଗର୍ଭବତୀଙ୍କୁ ୨୦ ଖଣ୍ଡ କରି କାଟିଲେ, ଜଙ୍ଗଲରେ ଫିଙ୍ଗିଦେଲେ

ଗର୍ଭବତୀଙ୍କୁ ପ୍ରଥମେ ହତ୍ୟା, ତା'ପରେ ଖଣ୍ଡ ଖଣ୍ଡ କରି କାଟି ଦେଲେ। ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଲେ।

State

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ...

State

ବଦଳିଲେ ୩ ଜିଲ୍ଲାପାଳ

ରାଜ୍ୟସରକାର ବୁଧବାର ଜିଲ୍ଲାପାଳସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି

State

ଖିଚିଂ ରେ ରାଷ୍ଟ୍ରପତି,ମାଆ କୀଚକେଶ୍ୱରୀଙ୍କୁ କଲେ ଦର୍ଶନ

ଜନ୍ମ ମାଟି ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Politics

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କିଏ ହେବେ ପ୍ରାର୍ଥୀ

ସତ୍ୟବାଦୀ ପଲିଟିକ୍ସ । ଜୋର ଧରିଲା ସଞ୍ଜୟ-ଉମା କଳି

Politics

ନବୀନ ନିବାସ ଗଲେ ସଞ୍ଜୟ-ଉମା

ଶଙ୍ଖଭବନରେ ସମାଧାନ ହେଲାନି ‘ସତ୍ୟବାଦୀ’ କଳି

State

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ ।

Politics

ଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

State

ଆଜିଠୁ ୪ ଦିନିଆ ଗସ୍ତରେ ରାଷ୍ଟ୍ରପତି

ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ

State

ବାବା ରାମ ଦେବଙ୍କୁ ଝଟକା

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି

Sports

ମହମ୍ମଦ ଶାମିଙ୍କର ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କର ଗୋଇଠି ଅପରେସନ ସଫଳ ହୋଇଛନ୍ତି

State

ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା: ପିସିସିଏଫ୍

ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା।

Cuttack

ଆଜି ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି ଶିଳାନ୍ୟାସ ।