ଆରପାରି ରେ ଚିଠି ଆଇ ହେ.....

ଆରପାରିରେ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ । ୭୨ ବର୍ଷ ବୟସରେ ପରଲୋକ ।

ଆରପାରି ରେ  ଚିଠି ଆଇ ହେ.....

ଆରପାରିରେ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ । ୭୨ ବର୍ଷ ବୟସରେ ପରଲୋକ ।

ଆରପାରିରେ ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ । ସୋମବାର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ପଙ୍କଜ ଉଧାସଙ୍କ ପରଲୋକ ନେଇ ତାଙ୍କ ଝିଅ ନାୟାବ ଉଧାସ ସୂଚନା ଦେଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ନାମ୍ ଫିଲ୍ମ ର ଲୋକ ପ୍ରିୟ ଗିତ ଚିଠି ଆଇ ହେ ଗାଇ ପଙ୍କଜ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ଦେଶ ବିଦେଶରୁ ବହୁ ପ୍ରଶଂସା ସାଉଁଟି ଥିଲେ ।