Posts
ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ'ର ଟ୍ରେଲର
ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ପୁଣି ଏକ ଭୂତ ଫିଲ୍ମର ଜାଦୁ ଦେଖିବାକୁ ମିଳିବ।
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ...
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡ଼ିଶା ଗସ୍ତ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି
ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ।
ସିଗାରେଟ ଏବଂ ତମାଖୁ ସେବନ ନେଇ କଡ଼ା ନିୟମ
କର୍ଣ୍ଣାଟକ ସରକାର ବୁଧବାର ହୁକ୍କା ବାର୍କୁ ନେଇ କଡ଼ା ନିୟମ ଆଣିଛନ୍ତି । ଏହା ଅନୁଯାୟୀ, ରାଜ୍ୟରେ ହୁକ୍କା ବାର୍ ଉପରେ ବ୍ୟାନ୍ ଲଗାଯାଇଛି। ଏହି ନିୟମ...
ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କଲେ ରାଜ୍ୟ...
ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା ।
ବିଜେଡିରେ ସାମିଲ ହେଲେ ବଲାଙ୍ଗିରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
ସାଧାରଣ ନିର୍ବାଚନ ପୂର୍ବରୁ ଭୁଶୁଡ଼ିବାରେ ଲାଗିଛି ରାଜ୍ୟ ବିଜେପି।
ଆଜି ୨୬୩ ଜଣଙ୍କୁ ସରକାରୀ ଚାକିରୀ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ।
ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡରେ ସମ୍ମାନିତ ହେଲେ ଶାହରୁଖ-ରାଣୀ
ମଙ୍ଗଳବାର ରାତିରେ ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪(ଡିପିଆଇଏଫଏଫ)ର ସମାରୋହ ଅନୁଷ୍ଠିତ ହୋଇଥିଲା।
ସମ୍ପୂର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ
କଟକସ୍ଥିତ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣଭାବେ ଭଙ୍ଗାଯିବ । ପ୍ରଥମେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣଭାବେ ଭଙ୍ଗାଯିବ
ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ଟାରୁ ୧୦ଟା ୩୦ଭିତରେ ଉଠିବ...
ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା: ରାତି ୧୦ଟାରୁ ୧୦ଟା ୩୦ଭିତରେ ଉଠିବ ମହାଦୀପ
କୋହଲି ପୁଣି ବାପା ହେଲେ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଅନୁଷ୍କା
ଭାରତୀୟ ସୁପରଷ୍ଟାର କ୍ରିକେଟର୍ ବିରାଟ କୋହଲି ପୁଣିଥରେ ବାପା ହୋଇଛନ୍ତି
ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ
ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି ।








