ସ୍ୱର୍ଣ୍ଣପଦକ ଜିତିଲେ ଓଡ଼ିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ୍
ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ପ୍ରମୋଦ ହ୍ୟାଟ୍ରିକ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି ।

ପ୍ରମୋଦ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ୫ ଥର ସ୍ୱର୍ଣ୍ଣ ଜିତି ଲିନ୍ ଡାନଙ୍କ ସମକକ୍ଷ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।