Posts
ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଘୋଷଣା କଲେ ଏଲଆଇସି...
ବାଲେଶ୍ବର ଜିଲ୍ଲାରେ ଗତକାଲି ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି
ଟ୍ରେନ୍ ଟ୍ରାଜେଡି ରୁ ବଞ୍ଚିକି ଘରକୁ ଯିବା ବେଳେ ରାସ୍ତାରେ ପୁଣି...
ପଶ୍ଚିମବଙ୍ଗର ଯାତ୍ରୀମାନେ ଯାଉଥିବା ବେଳେ ମେଦିନୀପୁର ନିକଟରେ ହୋଇଛି ଏହି ଦୁର୍ଘଟଣା
ସାମୁହିକ ଦୀପ ଦାନ
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟ ବିଜେପି ପକ୍ଷରୁ ରାମ ମନ୍ଦିରରେ ସାମୁହିକ ଦୀପ ଦାନ
କରମଣ୍ଡଳ ଯାତ୍ରୀଙ୍କ ତାଲିକା
ବାହାନଗା ଟ୍ରେନ୍ ଦୁର୍ଘଟଣା: ଓଡ଼ିଶା ପୁଲିସ ଜାରି କଲା ଦୁର୍ଘଟଣାରେ ଶିକାର ହୋଇଥିବା ଯାତ୍ରୀଙ୍କ ତାଲିକା
ଓଡିଶା ଟ୍ରେନ୍ ଟ୍ରାଜେଡି: କୋହଲି, ରୋହିତଙ୍କ ସହ କ୍ରୀଡ଼ା ଜଗତ ସ୍ତବ୍ଧ
ଓଡିଶାର ବାଲେଶ୍ବର ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ...
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ବାହାନଗାରେ ଉଦ୍ଧାର କାର୍ଯ୍ୟ ଶେଷ, ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ...
ଦୀର୍ଘ ୧୫ ଘଣ୍ଟାର ଅଧିକ ସମୟ ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।
ଏହି ରେଳ ଦୁର୍ଘଟଣା ଦେଶର ତୃତୀୟ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି
ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି ଶୁକ୍ରବାର ବାଲେଶ୍ବରର ବାହାନଗା ଷ୍ଟେସନରେ ଘଟିଥିବା ଦେଶର ତୃତୀୟ ବଡ଼ ରେଳ ଦୁର୍ଘଟଣା
ବାହାନଗା ଟ୍ରେନ୍ ଦୁର୍ଘଟଣା: ଏମ୍ସ ଭୁବନେଶ୍ବରରୁ ୨ ମେଡିକାଲ ଟିମ୍...
ବାହାନଗା ଟ୍ରେନ୍ ଦୁର୍ଘଟଣା: ଏମ୍ସ ଭୁବନେଶ୍ବରରୁ ୨ ମେଡିକାଲ ଟିମ୍ ଗଲେ କଟକ ଓ ବାଲେଶ୍ବର
ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ...
ବାଲେଶ୍ୱର ବାହାନଗାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମମତା ବାନାର୍ଜୀ । ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି...
ଆହୁରି ୨ଟି ବଗିରୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଏବେ ବି ୨ଟି ବଗି ରହିଛି । ତାହା ଭିତରେ ଯାହା ଲୋକ ଥିବେ । ଏହି ୨ ବଗିକୁ କାଟି କି ବାହାର କରାଯାଉଛି ।
ଭୟଙ୍କର ଟ୍ରେନ ଦୁର୍ଘଟଣା: ରାଜ୍ୟରେ ଦିନିକିଆ ଶୋକ ପାଳନ
ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଜୁନ୍ ୩ ତାରିଖ ଦିନ ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ।
ସେଦିନ ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର
୧୪ ବର୍ଷ ତଳର ହୃଦୟ ବିଦାରକ ଘଟଣା ଆଜି ବି କରମଣ୍ଡଳ ସହ ଘଟିଛି
ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଲା, ୧୦୦୦ ଯାତ୍ରୀ ଆହତ
ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଟ୍ରେନ ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ହସ୍ପିଟାଲର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣା ସ୍ଥଳ ଯାଇ ସ୍ଥିତିର ସମୀକ୍ଷା କରିଥିଲେ।








