ଟ୍ରେନ୍ ଟ୍ରାଜେଡି ରୁ ବଞ୍ଚିକି ଘରକୁ ଯିବା ବେଳେ ରାସ୍ତାରେ ପୁଣି ବସ୍ ଦୁର୍ଘଟଣାଗ୍ରସ୍ତ
ପଶ୍ଚିମବଙ୍ଗର ଯାତ୍ରୀମାନେ ଯାଉଥିବା ବେଳେ ମେଦିନୀପୁର ନିକଟରେ ହୋଇଛି ଏହି ଦୁର୍ଘଟଣା

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍ ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।
ପଶ୍ଚିମବଙ୍ଗର ଯାତ୍ରୀମାନେ ଯାଉଥିବା ବେଳେ ମେଦିନୀପୁର ନିକଟରେ ହୋଇଛି ଏହି ଦୁର୍ଘଟଣା ।