ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା
ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ

ଉପସଭାପତି ପଦରୁ ବହିଷ୍କାର ପରେ ସୌମ୍ୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟ । ବହିଷ୍କାର ପତ୍ରରେ ଥିବା ଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ମୋର ସନ୍ଦେହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ମୁଁ ୨ ମିନିଟ ସମୟ ମାଗିଥିଲି । ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଛି । ପଦ ହରାଇବା ଉପରେ ମତ ରଖିଲେ ସୌମ୍ୟ ପଟ୍ଟନାୟକ । କିଛି ହରାଇଲି ବୋଲି ଭାବୁନାହିଁ , ପଦରେ ଥାଇ କଣ କରୁଥିଲି କି । ଆମ ଦଳରେ ଯୋଉମାନେ ପଦବୀରେ ଥାଆନ୍ତି କଣ କରନ୍ତିକି । ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ ।