ପ୍ରଥମ ଥର ଭଦ୍ରକରେ ଖୋଲିଲା ଅତ୍ୟାଧୁନିକ ଡ୍ରାଏ କ୍ଲିନର

ଭଦ୍ରକ ସହର ର ଲୋକନାଥ ମନ୍ଦିର ନିକଟରେ ପ୍ରଥମ ଶୁଭାରମ୍ଭ ହୋଇଯାଇଛି ଅତ୍ୟାଧୁନିକ ସନଲାଇଟ୍ ଡ୍ରାଇକ୍ଲିନର୍ସ

ପ୍ରଥମ ଥର ଭଦ୍ରକରେ ଖୋଲିଲା ଅତ୍ୟାଧୁନିକ ଡ୍ରାଏ କ୍ଲିନର

ଭଦ୍ରକ ସହର ର ଲୋକନାଥ ମନ୍ଦିର ନିକଟରେ ପ୍ରଥମ ଶୁଭାରମ୍ଭ ହୋଇଯାଇଛି ଅତ୍ୟାଧୁନିକ ସନଲାଇଟ୍ ଡ୍ରାଇକ୍ଲିନର୍ସ ଏହି ଶୁଭ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଜଗତର ଅଭିନେତା ବବି ମିଶ୍ର, ଭଦ୍ରକ ସାଂସଦ ଶ୍ରୀମତୀ ମଞୁଲତା ମଣ୍ଡଳ,ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ପହଞ୍ଚି ଫିତା କାଟି ଶୁଭ ଉଦ୍ଘଘାଟନ କରିଥିବା ବେଳେ ତାଙ୍କ ସହିତ ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେପି ନେତା ମନସ୍ମିତା ଖୁଣ୍ଟିଆ, ବଦ୍ରି ନାରାୟଣ ଧଳ ଏହି ଶୁଭାରମ୍ଭ ରେ ଯୋଗ ଦେଇଥିଲେ ଏଥି ସହିତ ପ୍ରଥମ ଥର ପାଇଁ ଭଦ୍ରକ ରେ ଏହିଭଳି ଅତ୍ୟାଧୁନିକ ସଂସ୍ଥା କେଉଁଠି ନଥିବା ବେଳେ ଭଦ୍ରକ ରେ ଖୋଲା ଯାଇଅଛି ଏଥି ସହିତ ଏଠାରେ ଗ୍ରାହକ ମାନେ ଆସି ଖୁବ୍ କମ୍ ମୂଲ୍ୟ ରେ ନିଜ ନିଜର ସୁବିଧା ନେଇ ପାରିବେ ବୋଲି ଚଳଚ୍ଚିତ୍ର ଜଗତର ଅଭିନେତା ବବି ମିଶ୍ର ନିଜ ଭାଷଣରେ କହିଛନ୍ତି l

ଭଦ୍ରକ ରୁ ରାଜେଶ କୁମାର ମାହୁନ୍ତ ଙ୍କ ରିପୋର୍ଟ