Posts

Sambalpur

ମାଁ ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ଚଳିତ ବର୍ଷର ନବାନ୍ନ

National

ମହିଳା ସଂରକ୍ଷଣ ବିଲକୁ ରାଜୀବ ଗାନ୍ଧୀଙ୍କ ଅବଦାନ କହିଲେ ସୋନିଆ

ଲୋକସଭା ତଥା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ପାଇଁ ଆଗତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲକୁ କଂଗ୍ରେସର ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସମର୍ଥନ...

Politics

ପୋଲସରା ବିଧାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ

ସୋଶାଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି।

Baleswar

ଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ

ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

State

ଲଘୁଚାପ ପ୍ରଭାବ : ରାଜ୍ୟରେ ୨ଟି ସ୍ଥାନରେ ଅତି ପ୍ରବଳ ଓ ୧୯ଟି ସ୍ଥାନରେ...

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି

Malkangiri

ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ନିହତ

ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର

State

ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

Horoscope

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ବୁଧବାର)

Dhenkanal

ହାତୀ ଛୁଆର ମୃତଦେହ ଉଦ୍ଧାର

ଚାଷଜମିରୁ ହାତୀ ଛୁଆର ମୃତଦେହ ଉଦ୍ଧାର।

Politics

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ ।

State

ଆଜି ଶ୍ରୀଗଣେଶ ଚତୁର୍ଥୀ

ଶ୍ରୀଗଣେଶ ଚତୁର୍ଥୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ।

State

ମାନସ ରଞ୍ଜନ ବାରିକ୍ ନୂଆ ଆଇନ ସଚିବ

ଓଡ଼ିଶା ଜୁଡିସିଆଲ ସେବାର ବରିଷ୍ଠ ଅଫିସର ମାନସ ରଞ୍ଜନ ବାରିକଙ୍କୁ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

State

ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ସାମିଲ ହେବେ ଅନ୍ତର୍ଘାତି ନିରୋଧି ଦଳ । ସ୍ୱତନ୍ତ୍ର ତାଲିମ ନେଇ ସଶସ୍ତ୍ର ବାହିନୀ ନିଯୁକ୍ତି ହେବେ।

State

ରାସ୍ତା ଉପରେ ମେଢ଼ ମନା

ଏହି ସମୟରେ ସହରାଞ୍ଚଳରେ ଟ୍ରାଫିକ୍‌ ପରିଚାଳନା ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ଓ ଗଞ୍ଜାମ ଏସ୍‌ପି ଜଗମୋହନ...

State

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ ଗେଟ୍

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍। ଏବେ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

Ganjam

ସ୍ତ୍ରୀକୁ ହତ୍ୟାକରି ନଦୀରେ ଫିଙ୍ଗିଦେଲା ସ୍ୱାମୀ

ସୈତାନ ସାଜି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗିଦେଲା ।

State

ବର୍ଷାରେ ଭିଜିବ ଗଣେଶ ପୂଜା

ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷାର ପ୍ରକୋପ ବଢ଼଼ିବ।

State

କଫସିରପ୍ ଜବତ, ୧୮ ଗିରଫ

କଫ୍‌ସିରପ୍ ଜବତ ହେବା ସହ ୧୮ ଅଭିଯୁକ୍ତ ଗିରଫ ।

Jagatsinghapur

ଗଳି ପୋଲରେ ଭାସିଗଲା କାର, ଗଛରେ ଚଢ଼ିଛନ୍ତି କାର ଚାଳକ

ରାସ୍ତାରେ ଯାଉଥିଲା କାର୍ ହଠାତ୍ ମାଡିଆସିଥିଲା ମହାନଦୀରେ ପାଣି ଯେଉଁ ଥିରେ ଭାସି ଯାଇଥିଲା କାର୍।