Posts
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ...
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ
କିଏ କେତେ ପଏଣ୍ଟ୍ ରେ ଅଛନ୍ତି, ଯଦି ବର୍ଷା ହୁଏ ତେବେ କେଉଁ ଦଳ ଫାଇନାଲରେ...
କିଏ କେତେ ପଏଣ୍ଟ୍ ରେ ଅଛନ୍ତି, ଯଦି ବର୍ଷା ହୁଏ ତେବେ କେଉଁ ଦଳ ଫାଇନାଲରେ ପହଞ୍ଚିବ ? ଜାଣନ୍ତୁ କ’ଣ କହୁଛି ନିୟମ
ଦୀପାବଳି ପରେ ଟ୍ବିନ୍ ସିଟିରେ ବୃଦ୍ଧି ପାଇଲା ପ୍ରଦୂଷଣ
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି।
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା: ୧୦ କୋଟି ପରିବାରକୁ ପଠାଯିବ...
ଜାନୁଆରୀ ୨୨ରେ ହେବ ରାମ ମନ୍ଦିର ପ୍ରତିଷ୍ଠା ।
ଜାପାନ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନରେ ପଦକ ଜିତିଲେ ପ୍ରମୋଦ...
ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନରେ ଓଡିଶା ତାରକା ପ୍ରମୋଦ ଭଗତଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି
ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ଆଇଆଇସି ଅନିତାଙ୍କ...
ଜୟନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା
ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ
ବ୍ରିଜ ତଳକୁ ଅଟୋ ଖସି ଯାତ୍ରୀବାହୀ ଚାଳକ ମୃତ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ।
ପଶ୍ଚିମ ଆଫ୍ରିକା ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ
ନା ମିଳୁଛି ଖାଇବାକୁ ଖାଦ୍ୟ, ନା ମିଳୁଛି ପିଇବାକୁ ପାଣି, ଘରକୁ ଫେରିବା ଆଶାରେ ଚାହିଁ ବସିଛନ୍ତି ସାତ ସମୁଦ୍ର ସେପାରି ରେ ଓଡିଆ ଶ୍ରମିକ
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା
ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ ।
ଦୀପାବଳିରେ ଟାଇଗର-3 କଲା ଧମାଲ୍
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3 ନଭେମ୍ବର 12 ରେ ଦୀପାବଳିରେ ମୁକ୍ତିଲାଭ କରିଛି।
ବନ୍ଦ ହେବ ନିଷ୍କ୍ରିୟ ଜି ମେଲ୍ ଆକାଉଣ୍ଟ
ବିଶ୍ବ ଗୁରୁ ଗୁଗଲ ର କଡ଼ା ଆଭିମୁଖ୍ୟ,ବନ୍ଦ ହେବ ନିଷ୍କ୍ରିୟ ଜି ମେଲ୍ ଆକାଉଣ୍ଟ
ରାଜଧାନୀରେ ଜଳିଗଲା ୫ ବସ୍
ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍ ପାଉଁଶ ହୋଇଯାଇଛି
ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳିରେ ଅଘଟଣ
ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ବାଣ ଫୁଟାଇ ଅନେକ ଆହତ ହୋଇଛନ୍ତି ।
ଦୀପାବଳିରେ ଅଘଟଣ, ତମାଣ୍ଡୋରେ ଜଳିଗଲା ବସ୍
ଭୁବନେଶ୍ୱର ତମାଣ୍ଡୋରେ ଅଘଟଣ । ଦୀପାବଳିରେ ବସରେ ଲାଗିଲା ନିଆଁ । ଦୀପାବଳି ସମୟରେ ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।








