Posts
ନିର୍ଦୟୀ ସାଜିଲା ଜନ୍ମ କଲା ମା'
ଭୁବନେଶ୍ୱର ସ୍ଥିତ ମୈତ୍ରିବୀହାର ଥାନା ଅନ୍ତର୍ଗତ ମହାବୀର ନଗର ବସ୍ତିରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି...
ଯମୁନା ପରେ ଆସିଲା ଜିନ୍ନତ
ଯମୁନା ପରି ଜୀନ୍ନତକୁ କେବେ ଏନକ୍ଲୋଜରରୁ ମୁକ୍ତ କରି ଶିମିଳିପାଳର ଖୋଲା ପରିବେଶରେ ଛଡ଼ାଯିବ ପର ମୁହୂର୍ତ୍ତରେ ଜଣାପଡ଼ିବ।
ଓଡ଼ିଶା ହେବ ଅକ୍ଷୟ ଶକ୍ତିର ହବ୍
ଓଡ଼ିଶା ପାଖରେ ସୌର ଶକ୍ତି ଏବଂ ଗ୍ରୀନ ହାଇଡ୍ରୋ ଏନର୍ଜି ପାଇଁ ଭଲ ସୁଯୋଗ ରହିଛି ।
ଶନିବାରଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ
ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି।
ଐତିହାସିକ ଉଦଘାଟନ କଲେ ମୋହନ ମାଝୀ
କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜାବଜାରରେ ଭୟାବହ ଅଗ୍ନିକାଣ୍ଡ । ଦୋକାନ ମାଲିକଙ୍କ ମୃତ୍ୟୁ
ଖୋର୍ଦ୍ଧା ଜଟଣୀ ରାଜାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ...
ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର
୧୨୯ କ୍ରୀଡ଼ାବିତ୍ଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର...
ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ...
ପ୍ରଗତିର ମୁଖଶାଳା ପାରାଦୀପ : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରି କହିଛନ୍ତି ପାରାଦୀପ ପ୍ରଗତିର ମୁଖଶାଳା
ପାରାଦୀପ ରେ କଳିଙ୍ଗ ବାଲିଯାତ୍ରା ୨୦୨୪ ଉଦଘାଟିତ
ଦୁର୍ନୀତି ନିବାରଣ ସହିତ ବିକାଶ ହେଉଛି ଆମର ସରକାର ଙ୍କ ମୂଳମନ୍ତ୍ର। ଜଗତସିଂହପୁର ଜିଲ୍ଲା ଓଡିଶା ଶିଳ୍ପ ମାନଚିତ୍ର ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ।...
ଭାରତୀୟ ତଟ ରକ୍ଷକ ପକ୍ଷରୁ ପାରାଦ୍ଵୀପ ଠାରେ କ୍ଷେତ୍ରୀୟ ସ୍ତରୀୟ...
ପାରାଦୀପ ଠାରେ ଏକ କ୍ଷେତ୍ରୀୟ ସ୍ତରୀୟ ପ୍ରଦୂଷଣ ପ୍ରତିସାଧନ ଅଭ୍ୟାସ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଏହି ଅଭିନେତା ଶ୍ରେଷ୍ଠ ନାୟକ
୨୦୨୦, ୨୧ ଏବଂ ୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ...
ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା
ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା
ଜାମିନ ଖାରଜ ପ୍ରସଙ୍ଗରେ ଏମିତି କହିଲେ ଜୟନାରାୟଣ
ସୁପ୍ରିମକୋର୍ଟରେ ଜୟ ନାରାୟଣ ମିଶ୍ରଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି








