ଜାମିନ ଖାରଜ ପ୍ରସଙ୍ଗରେ ଏମିତି କହିଲେ ଜୟନାରାୟଣ
ସୁପ୍ରିମକୋର୍ଟରେ ଜୟ ନାରାୟଣ ମିଶ୍ରଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି

ସୁପ୍ରିମକୋର୍ଟରେ ଜୟ ନାରାୟଣ ମିଶ୍ରଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମୋ ନାଁରେ ୭୨ କେସ୍ ରହିଛି । କେଉଁ କେସ୍ ମୁଁ ଜାଣିନି । ସୁପ୍ରିମକୋର୍ଟରୁ କୌଣସି ନୋଟିସ କିମ୍ବା ଅର୍ଡର ମତେ ଆସିନି । ଅର୍ଡର ଆସିଲା ପରେ ମୁଁ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବି ।