ଓଡ଼ିଶା ହେବ ଅକ୍ଷୟ ଶକ୍ତିର ହବ୍
ଓଡ଼ିଶା ପାଖରେ ସୌର ଶକ୍ତି ଏବଂ ଗ୍ରୀନ ହାଇଡ୍ରୋ ଏନର୍ଜି ପାଇଁ ଭଲ ସୁଯୋଗ ରହିଛି ।

ଓଡ଼ିଶା ପାଲଟିବ ଅକ୍ଷୟ ଶକ୍ତିର ହବ୍। ୨୦୩୦ ସୁଦ୍ଧା ଉତ୍ପାଦନ ହେବ ୫୦୦ ଗିଗା ୱାଟ ଅକ୍ଷୟ ଶକ୍ତି । ସେଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଖସଡ଼ା ପ୍ରସ୍ତୁତ ହୋଇଛି । କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ପାଖରେ ସୌର ଶକ୍ତି ଏବଂ ଗ୍ରୀନ ହାଇଡ୍ରୋ ଏନର୍ଜି ପାଇଁ ଭଲ ସୁଯୋଗ ରହିଛି ।