City

ସାମୁହିକ ଦୀପ ଦାନ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟ ବିଜେପି ପକ୍ଷରୁ ରାମ ମନ୍ଦିରରେ ସାମୁହିକ ଦୀପ ଦାନ

ସେଦିନ ଥିଲା ଶୁକ୍ରବାର, ଏଥର ବି ସେହି ଶୁକ୍ରବାର

୧୪ ବର୍ଷ ତଳର ହୃଦୟ ବିଦାରକ ଘଟଣା ଆଜି ବି କରମଣ୍ଡଳ ସହ ଘଟିଛି

ହେ ପ୍ରଭୁ .....

ଓଡ଼ିଶା ର ବ୍ଲାକ୍ ଫ୍ରାଇଡେ

୧୦ ଜିଲ୍ଲାରେ ୫୦ ପ୍ରତିଶତ ଡେଇଁଲାଣି ଦୁର୍ଘଟଣା

ମୁଣ୍ଡ ଖାଉଛି ରାଜ୍ୟରେ ସଡ଼କ ଦୁର୍ଘଟଣା।

ଗଳାକାଟି ଯୁବକଙ୍କୁ ହତ୍ୟା

ପାରାଦ୍ୱୀପ ଥାନା ନିକଟ ବଡ଼ପଡ଼ିଆ ମାର୍କେଟରେ ଜଣେ ଯୁବକଙ୍କୁ କେହି ଦୁର୍ବୁତ୍ତ ଗଳା କାଟି ହତ୍ୟା କରିଛନ୍ତି ।

ବନ୍ଦର ନଗରୀ ରେ ବିଭତ୍ସ ହତ୍ୟାକାଣ୍ଡ

ମଧ୍ୟରାତ୍ରରେ କେହି ଦୁର୍ବୁତ୍ତ ଯୁବକର ତଣ୍ଟି କାଟି ହତ୍ୟା କରିଥିବା ନେଇ ସନ୍ଦେହ, ପୋଲିସ ତଦନ୍ତ ଜାରୀ

ଦାଦାବଟି ମାଗି ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ ।

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା

SHG ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବେ ସରକାର

ଓଡିଶାରେ ମହିଳାଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର

ବ୍ରହ୍ମପୁର ସରକାରୀ ଆଇଟିଆଇକୁ ତିନି ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍

ସ୍ଥାନୀୟ ସରକାରୀ ଆଇଟିଆଇ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ତିନୋଟି ପଦକ୍ଷେପକୁ ସ୍କଚ୍ ଅର୍ଡର୍ ଅଫ୍ ମେରିଟ୍ ପୁରସ୍କାର ମିଳିଛି ।

୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ, କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ, ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ

ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଭିନ୍ନ ଢଙ୍ଗରେ ପ୍ରତିବାଦ

ଓଡିଶା ସରକାରୀ ହାଇ ସ୍କୁଲ CBT ସଂଘର ଆହ୍ବାନରେ ମିଳିତ ମଞ୍ଚରେ ନିଜ ହକ୍ ପାଇଁ ୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ...

ବଦଳିଲେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ

ଦିଗନ୍ତ ରାଉତରାୟ ହେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ,

ଉଜ୍ୱଳା ଦିଦି ଙ୍କ ବିକ୍ଷୋଭ

ଉଜ୍ଵଲା ଯୋଜନା ଦିଦି ଙ୍କୁ କର୍ମ ନିଯୁକ୍ତି ଯୋଗେଇ ଦେବା ପାଇଁ କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ 

ରାଜଧାନୀ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିଲେ

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ ।

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ।

ତୁ ଯଦି ନ ଦେଖିବୁ ମୋର ଅଛି କିଏ

କଟକ ବକ୍ସି ବଜାର ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ରେ ଭିନ୍ନ ସ୍ଵାଦର ଭଜନ 'ତୁ ଯଦି ନ ଦେଖିବୁ ମୋର ଅଛି କିଏ ' ର ବ୍ୟାନର ଉନ୍ମୋଚନ କରାଯାଇଛି