ବଦଳିଲେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ
ଦିଗନ୍ତ ରାଉତରାୟ ହେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ,

ବଦଳିଲେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ
ଦିଗନ୍ତ ରାଉତରାୟ ହେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ,
ଏଥିସହିତ ଅତିରିକ୍ତ ଦାୟିତ୍ବ ଭାବେ ପାରାଦୀପ ପୌର ପରିଷଦ ର କାର୍ଯ୍ୟ ନିର୍ବାହ ଅଧିକାରୀ ଭାବେ ନିଯୁକ୍ତ, ଏନେଇ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ନିଯୁକ୍ତ କାହ୍ନୁଚରଣ ଧୀର ଙ୍କ ପଦୋନ୍ନତି ହୋଇ ବଦଳି ହୋଇଥିଲେ ମଧ୍ୟ କେତେକ ଅନିର୍ବାଯ୍ୟ କାରଣ ହେତୁ ଦୀର୍ଘ ଦିନ ହେବ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି। କିନ୍ତୁ ଏନେଇ ଗୁରୁବାର ଅର୍ଥାତ୍ ୨୫ ତାରିଖ ଦିନ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାରାଦୀପ ରେ ନୂତନ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି।