ପୁରୁଣା ବସ୍ ହେଲା ନୂଆ ଶୌଚ୍ଚାଳୟ
ମହିଳା ପର୍ଯ୍ୟଟକ ମାନଙ୍କ ନିମନ୍ତେ ପାରାଦୀପ ବିଜୁ ମୈଦାନ ଠାରେ ମହିଳା ଶୌଚାଳୟ ଉଦଘାଟନ Toilet For Her,
ମହିଳା ପର୍ଯ୍ୟଟକ ମାନଙ୍କ ନିମନ୍ତେ ପାରାଦୀପ ବିଜୁ ମୈଦାନ ଠାରେ ମହିଳା ଶୌଚାଳୟ ଉଦଘାଟନ Toilet For Her,
ଏକ ପୁରୁଣା ବସ୍ କୁ ଅତ୍ୟାଧୁନିକ ଶୈଳୀ ରେ ନୂଆ ଶୌଚାଳୟ ଭାବେ ନିର୍ମିତ ,
ଶୌଚାଳୟ ରେ ସମେତ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ,
JSW foundation ପକ୍ଷରୁ ମହିଳା ପର୍ଯ୍ୟଟକ ଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ,
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ